‘ସୀତାରାମଙ୍କ ବାହାଘର’: ପବ୍ଲସିଟି ନା ପ୍ରହସନ!

ଭୁବନେଶ୍ୱାର: ଓଡ଼ିଆ ଫିଲ୍ମ ‘ସୀତାରାମଙ୍କ ବାହାଘର’ର ରିଲିଜ ପୂର୍ବରୁ ଭୁବନେଶ୍ୱରରେ ଲାଗିଥିବା ହୋଡିଂ ଚିରା ଯାଇଛି। ଏହାକୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ହୋଡିଂ ଚିରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ଆଜି ଫିଲ୍ମର ହିରୋଇନ୍‌ ଓ ପବ୍ଲସିଟି ଡିଭିଜନର ଅଧିକାରୀ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଫିଲ୍ମର ହିରୋ ସବ୍ୟସାଚୀ ମହାପାତ୍ର କହିଛନ୍ତି,“ଫିଲ୍ମ ରିଲିଜ ପୂର୍ବରୁ ହୋଡିଂ ଚିରିବା ନିହାତି […]

sita-rama-marrage

sita-rama-marrage

Rakesh Mallick
  • Published: Wednesday, 29 March 2017
  • Updated: 29 March 2017, 08:32 PM IST

Sports

Latest News

ଭୁବନେଶ୍ୱାର: ଓଡ଼ିଆ ଫିଲ୍ମ ‘ସୀତାରାମଙ୍କ ବାହାଘର’ର ରିଲିଜ ପୂର୍ବରୁ ଭୁବନେଶ୍ୱରରେ ଲାଗିଥିବା ହୋଡିଂ ଚିରା ଯାଇଛି। ଏହାକୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ହୋଡିଂ ଚିରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ଆଜି ଫିଲ୍ମର ହିରୋଇନ୍‌ ଓ ପବ୍ଲସିଟି ଡିଭିଜନର ଅଧିକାରୀ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଫିଲ୍ମର ହିରୋ ସବ୍ୟସାଚୀ ମହାପାତ୍ର କହିଛନ୍ତି,“ଫିଲ୍ମ ରିଲିଜ ପୂର୍ବରୁ ହୋଡିଂ ଚିରିବା ନିହାତି ନିନ୍ଦନୀୟ ଘଟଣା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

ଓଡ଼ିଆ ଫିଲ୍ମ ‘ସୀତାରାମଙ୍କ ବାହାଘର’ର ପ୍ରଚାର ପାଇଁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ହୋଡିଂ ଲାଗିଛି। ଏଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନିଆଯାଇଥିଲା। ଏହାସତ୍ତ୍ୱେ ପୋଷ୍ଟର ଚିରା ଯାଇଛି। ଯାହାକୁ ନେଇ ଓଡ଼ିଆ ଫିଲ୍ମ ପ୍ରମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମାର୍ଚ୍ଚ ୩୧ ତାରିଖରେ ରିଲିଜ ହେବ ‘ସୀତାରାମଙ୍କ ବାହାଘର’ ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story