ଭୁବନେଶ୍ୱରରେ ପହଞ୍ଚିଲା କଳ୍ପତରୁ ଦାସଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ୱରରେ ଆସି ପହଞ୍ଚିଛି ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ କଳ୍ପତରୁ ଦାସଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଶେଷ ଦର୍ଶନ ଲାଗି କିଛି ସମୟ କଳ୍ପତରୁ ଦାସଙ୍କ ମରଶାରୀର ରଖାଯିବ । ପରେ ତାଙ୍କ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଭୋଟକା ଗାଁକୁ ନିଆଯାଇ ଶେଷାକୃତ ସମ୍ପନ୍ନ କରାଯିବ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ସୋମବାର ଦିଲ୍ଲୀର ଏମସରେ ଭର୍ତ୍ତି ହୋଇଥିଲେ […]

kalpataru das

kalpataru das

Rakesh Mallick
  • Published: Sunday, 26 July 2015
  • Updated: 26 July 2015, 04:22 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଆସି ପହଞ୍ଚିଛି ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତ କଳ୍ପତରୁ ଦାସଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଶେଷ ଦର୍ଶନ ଲାଗି କିଛି ସମୟ କଳ୍ପତରୁ ଦାସଙ୍କ ମରଶାରୀର ରଖାଯିବ । ପରେ ତାଙ୍କ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଭୋଟକା ଗାଁକୁ ନିଆଯାଇ ଶେଷାକୃତ ସମ୍ପନ୍ନ କରାଯିବ ।

କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ସୋମବାର ଦିଲ୍ଲୀର ଏମସରେ ଭର୍ତ୍ତି ହୋଇଥିଲେ କଳ୍ପତରୁ ଦାସ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଥିଲା । କଳ୍ପତରୁ ଦାସଙ୍କ ମୃତ୍ୟୁ ପରେ ରାଜ୍ୟପାଳ ଏସ.ସି. ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ସମେତ ବିଭିନ୍ନ ଦଳର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story