ଭୁବନେଶ୍ୱର: ସାମ୍ୱାଦିକଙ୍କୁ ମାଡ,  ଆରପିଏଫ୍ ଆଇଆଇସି ସଂଜୟ କୁମାର ସ୍ୱାଇଁ ନିଲମ୍ୱିତ

ଭୁବନେଶ୍ୱର: ସାମ୍ୱାଦିକଙ୍କୁ ମାଡ ଓ ଗିରଫ କରିବା ଘଟଣାରେ ଭୁବନେଶ୍ୱର ଆରପିଏଫ୍ ଆଇଆଇସି ସଂଜୟ କୁମାର ସ୍ୱାଇଁ  ନିଲମ୍ୱିତ ହୋଇଛନ୍ତି । ଘଟଣା ଘଟିଥିଲା ଭୁବନେଶ୍ୱର ରେଳ ଷ୍ଟେସନରେ। ସୋମବାର ସକାଳେ ପୁରୀ ଦୁର୍ଗ ଟ୍ରେନର ବିଳମ୍ୱ ହୋଇଥିବାରୁ ଯାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏନେଇ ରାଜଧାନୀ ଏକ୍ସପ୍ରେସ ସାମନାରେ ଯାତ୍ରୀମାନେ ଧାରଣା ଦେଇଥିଲେ। ଖବର ପାଇ ଆରପିଏଫ୍ ଆଇଆଇସି ସଂଜୟ କୁମାର ସ୍ୱାଇଁ ଓ ଷ୍ଟାଫ୍ ପହଂଚିଥିଲେ। ବିନା ମହିଳା ପୋଲିସରେ ମହିଳା ଯାତ୍ରୀଙ୍କୁ ରେଳ ଧାରଣାରୁ […]

puri

puri

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 06:39 AM IST

Sports

Latest News

ଭୁବନେଶ୍ୱର: ସାମ୍ୱାଦିକଙ୍କୁ ମାଡ ଓ ଗିରଫ କରିବା ଘଟଣାରେ ଭୁବନେଶ୍ୱର ଆରପିଏଫ୍ ଆଇଆଇସି ସଂଜୟ କୁମାର ସ୍ୱାଇଁ  ନିଲମ୍ୱିତ ହୋଇଛନ୍ତି । ଘଟଣା ଘଟିଥିଲା ଭୁବନେଶ୍ୱର ରେଳ ଷ୍ଟେସନରେ। ସୋମବାର ସକାଳେ ପୁରୀ ଦୁର୍ଗ ଟ୍ରେନର ବିଳମ୍ୱ ହୋଇଥିବାରୁ ଯାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏନେଇ ରାଜଧାନୀ ଏକ୍ସପ୍ରେସ ସାମନାରେ ଯାତ୍ରୀମାନେ ଧାରଣା ଦେଇଥିଲେ। ଖବର ପାଇ ଆରପିଏଫ୍ ଆଇଆଇସି ସଂଜୟ କୁମାର ସ୍ୱାଇଁ ଓ ଷ୍ଟାଫ୍ ପହଂଚିଥିଲେ। ବିନା ମହିଳା ପୋଲିସରେ ମହିଳା ଯାତ୍ରୀଙ୍କୁ ରେଳ ଧାରଣାରୁ ହଟାଇବାବେଳେ ଏକ ଘରୋଇ ଟିଭି ଚାନେଲର ପ୍ରତିନିଧି ଏହାର ଚିତ୍ର ଉତ୍ତୋଳନ କରୁଥିଲେ। ଏଥିରେ ଆଇଆଇସି ସଞ୍ଜୟ କୁମାର ସ୍ୱାଇଁ ଉତ୍ତ୍ୟକ୍ତ ହୋଇ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କୁ ମାଡ ମାରିବା ସହିତ ଗିରଫ କରିଥିଲେ। ଏହାର ପ୍ରତିବାଦରେ ଭୁବନେଶ୍ୱରର ସମସ୍ତ ସାମ୍ୱାଦିକ ଏହାର ପ୍ରତିବାଦ କରିବା ସହିତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସକାଳ ୧୦ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ସମାଧାନ ନ ହେବାରୁ ଆରପିଏଫ ଥାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଏ ନେଇ ପ୍ରାୟ ୨ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା। ତେବେ ଘଟଣା ସ୍ଥଳରେ ଡିସିପି ସତ୍ୟବ୍ରତ ଭୋଇ ଓ ବିଭିନ୍ନ ଥାନାର ଅଧିକାରୀମାନେ ପହଞ୍ଚି ଟ୍ରେନ ଚଳାଚଳକୁ ସ୍ୱାଭାବିକ କରିଥିଲେ। ଶେଷରେ ଆରପିଏଫ ଆଇଜି ସଂଜୟ ସଂର୍କୀତାୟନ ଆଇଆଇସି ସଂଜୟ ସ୍ୱାଇଁଙ୍କୁ ନିଲମ୍ୱନ କରିବା ସହିତ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସାମ୍ୱାଦିକମାନେ ଆନ୍ଦୋଳନରୁ ହଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story