ଭୁବନେଶ୍ୱର ଏୟାରଫିଲ୍ଡ ଅଞ୍ଚଳରେ ଦିନ ଦ୍ୱିପହରରେ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଦିନ ଦ୍ୱିପହରରେ ମାତ୍ର ଦୁଇ ଘଣ୍ଟା ଭିତରେ ତାଲା ଓ ଗ୍ରିଲ ଭାଙ୍ଗି ଲୁଟିନେଲେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା। ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୧୦୦ ମିଟର ଦୁରରେ ରହୁଥିବା ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଘରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରବିବାର ଦିନ ଗୋଟାଏରୁ ତିନଟା ଭିତରେ ପରିବାରର ସମସ୍ତେ କୌଣସି ଏକ କର୍ଯ୍ୟକ୍ରମରେ ବାହାରକୁ ଯାଇଥିଲେ। ସେହି […]

bbsr

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 02:29 AM IST

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଦିନ ଦ୍ୱିପହରରେ ମାତ୍ର ଦୁଇ ଘଣ୍ଟା ଭିତରେ ତାଲା ଓ ଗ୍ରିଲ ଭାଙ୍ଗି ଲୁଟିନେଲେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା। ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଠାରୁ ମାତ୍ର ୧୦୦ ମିଟର ଦୁରରେ ରହୁଥିବା ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଘରୁ ଏହି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରବିବାର ଦିନ ଗୋଟାଏରୁ ତିନଟା ଭିତରେ ପରିବାରର ସମସ୍ତେ କୌଣସି ଏକ କର୍ଯ୍ୟକ୍ରମରେ ବାହାରକୁ ଯାଇଥିଲେ। ସେହି ସମୟରେ ଲୁଟେରାମାନେ ଆସି ବାଡିପଟ କବାଟର ତାଲା ଓ ପ୍ରଥମ ମହଲା ଝରକା ଗ୍ରିଲ ଭାଙ୍ଗି ଏହି ଲୁଟ କରିଥିବା ଜଣାପଡିଛି।

Related story