ଭୁବନେଶ୍ୱର:ଜୟଦେବ ବିହାର ଓଭରବ୍ରିଜରେ ଦୁର୍ଘଟଣା,ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଚକେଇସିଆଣୀର ଗଣେଷ ଚନ୍ଦ୍ର ସାହୁ। ସେ ସିଆରପିରୁ ବାଇକରେ ଫେରୁଥିବାବେଳେ ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଛିଡ଼ା ହୋଇଥିବା ଏକ ପିକ୍ଅପ ଭ୍ୟାନ୍ ସହ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ପିକ୍ଅପ୍ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ କରୁଛି।

accident

accident

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 02:54 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଚକେଇସିଆଣୀର ଗଣେଷ ଚନ୍ଦ୍ର ସାହୁ। ସେ ସିଆରପିରୁ ବାଇକରେ ଫେରୁଥିବାବେଳେ ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଛିଡ଼ା ହୋଇଥିବା ଏକ ପିକ୍ଅପ ଭ୍ୟାନ୍ ସହ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ ମୃତଦେହ ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ପିକ୍ଅପ୍ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos