ଭୂଷଣର ଦୁଇ ଅଧିକାରୀଙ୍କୁ ଜରିମାନା ସହ ଜେଲ ଦଣ୍ଡାଦେଶ

ଢେଙ୍କାନାଳ: ଭୂଷଣର ଦୁଇ ଜଣ ଭାଇସ୍ ପ୍ରେସିଡେଣ୍ଟଙ୍କୁ ୧୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ସିଜେଏମ୍ କୋର୍ଟ।୨୦୦୯-୧୦ ମସିହାରେ ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ ବିଭାଗ ପକ୍ଷରୁ ସେଫଟି ଆଣ୍ଡ୍ ସିକ୍ୟୁରିଟି ପାଇଁ ବିଭିନ୍ନ ମାମଲା ଦାଏର ହୋଇଥିଲା। ସେଥିରୁ ୭ଟି ମାମଲାର ଶୁଣାଣି କରି ଢେଙ୍କାନାଳ ସିଜେଏମ୍ କୋର୍ଟ ଏହି ରାୟ ଶୁଣାଇଛନ୍ତି। ରାୟରେ ଦୁଇ ଜଣ ଭାଇସ ପ୍ରେସିଡେଣ୍ଟଙ୍କୁ ସାତ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ […]

bhusan

bhusan

Rakesh Mallick
  • Published: Tuesday, 09 June 2015
  • Updated: 09 June 2015, 09:56 AM IST

Sports

Latest News

ଢେଙ୍କାନାଳ: ଭୂଷଣର ଦୁଇ ଜଣ ଭାଇସ୍ ପ୍ରେସିଡେଣ୍ଟଙ୍କୁ ୧୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ସିଜେଏମ୍ କୋର୍ଟ।୨୦୦୯-୧୦ ମସିହାରେ ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ ବିଭାଗ ପକ୍ଷରୁ ସେଫଟି ଆଣ୍ଡ୍ ସିକ୍ୟୁରିଟି ପାଇଁ ବିଭିନ୍ନ ମାମଲା ଦାଏର ହୋଇଥିଲା। ସେଥିରୁ ୭ଟି ମାମଲାର ଶୁଣାଣି କରି ଢେଙ୍କାନାଳ ସିଜେଏମ୍ କୋର୍ଟ ଏହି ରାୟ ଶୁଣାଇଛନ୍ତି। ରାୟରେ ଦୁଇ ଜଣ ଭାଇସ ପ୍ରେସିଡେଣ୍ଟଙ୍କୁ ସାତ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଏକ ବର୍ଷ ଲେଖାଏଁ  ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଜ୍ ତାଙ୍କ ରାୟରେ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story