ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ବର୍ଷିଛି ରାଜ୍ୟ ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ଯେ, ସେଲଭମ୍ ଏଜୁକେସନାଲ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ୍ ଏସ୍ଏରାଜାଙ୍କ ସହ ତୃତୀୟ ମହଲାର ସମ୍ପର୍କ ରହିଛି। ତେଣୁ ତାଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏମସିଆଇର ଅନୁମତି ପାଇ ନ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜର କର୍ତ୍ତୃପକ୍ଷ ୧୨୪ଜଣ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳ ଖେଳୁଛନ୍ତି […]

bjp

bjp

Rakesh Mallick
  • Published: Friday, 09 October 2015
  • Updated: 09 October 2015, 05:30 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଉପରେ ବର୍ଷିଛି ରାଜ୍ୟ ବିଜେପି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ଯେ, ସେଲଭମ୍ ଏଜୁକେସନାଲ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ୍ ଏସ୍ଏରାଜାଙ୍କ ସହ ତୃତୀୟ ମହଲାର ସମ୍ପର୍କ ରହିଛି। ତେଣୁ ତାଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏମସିଆଇର ଅନୁମତି ପାଇ ନ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜର କର୍ତ୍ତୃପକ୍ଷ ୧୨୪ଜଣ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଖେଳ ଖେଳୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସେହିପରି ଛାତ୍ର ସଂସଦ ନିର୍ବାଚନ ନେଇ ଦଳ କହିଛି ଯେ, ହାରିଯିବାର ଭୟରେ ବାଣୀବିହାରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟାନ୍ୟ କଲେଜରେ ବିଜେଡି ପ୍ରାୟୋଜିତ ଭାବେ ବିଶୃଙ୍ଖଳା ସୃଷ୍ଟି କରି ନିର୍ବାଚନକୁ ବାତିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story