ବିଧାନସଭାରେ ମୋବାଇଲ ବ୍ୟବହାର ମନା, କେତେ ମାନୁଛନ୍ତି ବିଧାୟକ

ଭୁବନେଶ୍ୱର: ବିଧାନସଭା ଭିତରେ ବିଧାୟକଙ୍କୁ ମୋବାଇଲ ବ୍ୟବହାର ମନା। ବାଚସ୍ପତିଙ୍କ ଏହି ରୁଲିଂ ଏବେ ବି ବଳବତ୍ତର ରହିଛି। ତେବେ ଉଭୟ ଶାସକ ଓ ବିରୋଧୀ ବିଧାୟକ କେହି ମାନିବାକୁ ନାରାଜ। କଂଗ୍ରେସ ବିଧାୟକ ନବ ଦାସ ପ୍ରଶ୍ନକାଳରେ ମୋବାଇଲରେ ଆପତ୍ତିଜନକ ଭିଡିଓ ଦେଖିବା ଅଭିଯୋଗରେ ଗୃହରୁ ନିଲମ୍ବିତ ହୋଇଛନ୍ତି। ତେବେ କେବଳ ନବ ଦାସ ନୁହେଁ ଉଭୟ ଶାସକ ଓ ବିରୋଧୀ ଦଳର ଏକାଧିକ ନେତା ବିଧାସଭା ଅଧିବେଶନ ଚାଲିଥିବା ବେଳେ ମୋବାଇଲ ବ୍ୟବହାର କରୁଥିବା […]

mobile

mobile

Rakesh Mallick
  • Published: Tuesday, 15 December 2015
  • Updated: 15 December 2015, 03:20 PM IST

Sports

Latest News

ଭୁବନେଶ୍ୱର: ବିଧାନସଭା ଭିତରେ ବିଧାୟକଙ୍କୁ ମୋବାଇଲ ବ୍ୟବହାର ମନା। ବାଚସ୍ପତିଙ୍କ ଏହି ରୁଲିଂ ଏବେ ବି ବଳବତ୍ତର ରହିଛି। ତେବେ ଉଭୟ ଶାସକ ଓ ବିରୋଧୀ ବିଧାୟକ କେହି ମାନିବାକୁ ନାରାଜ। କଂଗ୍ରେସ ବିଧାୟକ ନବ ଦାସ ପ୍ରଶ୍ନକାଳରେ ମୋବାଇଲରେ ଆପତ୍ତିଜନକ ଭିଡିଓ ଦେଖିବା ଅଭିଯୋଗରେ ଗୃହରୁ ନିଲମ୍ବିତ ହୋଇଛନ୍ତି। ତେବେ କେବଳ ନବ ଦାସ ନୁହେଁ ଉଭୟ ଶାସକ ଓ ବିରୋଧୀ ଦଳର ଏକାଧିକ ନେତା ବିଧାସଭା ଅଧିବେଶନ ଚାଲିଥିବା ବେଳେ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ମଙ୍ଗଳବାର ପ୍ରଶ୍ନକାଳ ବେଳେ ଗୁରୁତ୍ୱପୂର୍ଣ ଆଲୋଚନା ଚାଲିଥିବା ବେଳେ ବିଜେଡି ବିଧାୟକ ପଶୁର୍ରାମ ଧଡା ଲୁଚାଇ ଲୁଚାଇ ମୋବାଇଲରେ କିଛି ଦେଖୁଥିବା କ୍ୟାମେରାରେ ରେକର୍ଡି ହୋଇଛି। ତେବେ ପଶୁର୍ରାମ ପ୍ରଶ୍ନକାଳ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ମେସେଜ ଆସିବାରୁ ତାହାକୁ ଦେଖି ମୋବାଲ ରଖି ଦେଥିଲି ବୋଲି କହିଛନ୍ତି।

ସେହିପରି ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରଶ୍ନକାଳରେ ପ୍ରଭାତ ତ୍ରିପାଠୀଙ୍କୁ କିଛି ଫୋଟ ଦେଖାଉ ଥିବା ନଜରକୁ ଆସିଛି। ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବି ମୋବାଇଲରେ ଅନେକ ସମୟ ଧରି ବ୍ୟସ୍ତ ରହିଛନ୍ତି। ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ ଓ ବ୍ୟମୋକେଶ ରାୟଙ୍କ ହାତରେ ବି ମୋବାଇଲ। ପ୍ରଶ୍ନକାଳ ଚାଲିଥିବା ବେଳେ ଏମାନେ ମୋବାଇଲ ବ୍ୟବହାର କରୁଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଛନ୍ତି।

ଗୃହରେ ମୋବାଇଲ ବ୍ୟବହାର ନ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ଚେବେ  ନବଙ୍କୁ ନେଇ ବିଧାନସବାରେ ଝଡ ଉଠିବା ପରେ ବିଧାୟକମାନେ କେତଦୂର ରୁଲିଂ ମାନୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story