ବିଜେଡି ପାଇଁ ଆତ୍ମଚିନ୍ତନର ସମୟ ଆସିଛି: ପ୍ୟାରୀ

ଭୁବନେଶ୍ୱର:  ବିଜେଡି ପାଇଁ ଆତ୍ମଚିନ୍ତନର ସମୟ ଆସିଛି। କଂଗ୍ରେସ ବନ୍ଦ ପରିପ୍ରେକ୍ଷୀରେ  ଶୁକ୍ରବାର ଏହା କହିଛନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ ସାଂସଦ ପ୍ୟାରୀମୋହନ ମହାପାତ୍ର। ସେ କହିଛନ୍ତି, କଂଗ୍ରେସର ଆଜିର ବନ୍ଦ ସଫଳ ହୋଇଛି । ତେବେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଦୀର୍ଘମିଆଦି ଆନ୍ଦୋଳନ ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ସେହିପରି ଆଇନ ମନ୍ତ୍ରୀଙ୍କ ଫଟୋ ସଂପର୍କରେ ମତ ଦେଇ ସେ କହିଛନ୍ତି, ଅରୁଣ ଶୋଇ ନଥିଲେ ବରଂ ଗଡକୁଣ୍ଟୁଣିଆ […]

pari

pari

Rakesh Mallick
  • Published: Friday, 26 June 2015
  • Updated: 26 June 2015, 02:33 PM IST

ଭୁବନେଶ୍ୱର:  ବିଜେଡି ପାଇଁ ଆତ୍ମଚିନ୍ତନର ସମୟ ଆସିଛି। କଂଗ୍ରେସ ବନ୍ଦ ପରିପ୍ରେକ୍ଷୀରେ  ଶୁକ୍ରବାର ଏହା କହିଛନ୍ତି ଓଡ଼ିଶା ରାଜନୀତିର ଚାଣକ୍ୟ ସାଂସଦ ପ୍ୟାରୀମୋହନ ମହାପାତ୍ର। ସେ କହିଛନ୍ତି, କଂଗ୍ରେସର ଆଜିର ବନ୍ଦ ସଫଳ ହୋଇଛି । ତେବେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଦୀର୍ଘମିଆଦି ଆନ୍ଦୋଳନ ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ସେହିପରି ଆଇନ ମନ୍ତ୍ରୀଙ୍କ ଫଟୋ ସଂପର୍କରେ ମତ ଦେଇ ସେ କହିଛନ୍ତି, ଅରୁଣ ଶୋଇ ନଥିଲେ ବରଂ ଗଡକୁଣ୍ଟୁଣିଆ ଦଇତା ଆଶ୍ରୟସ୍ଥଳୀରେ ଫଟୋ ପୋଜ୍ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story