ଆରେ ଆଳିଆ ମୋତେ କ’ଣ ଅଭିନୟ କରିବାକୁ ସୁଯୋଗ ଦବୁନି...

ରାଉରକେଲା(ପୱନ ତିୱାରୀ):ଆରେ ଆଳିଆ ତୋ ନିର୍ଦ୍ଦେଶନାରେ ମୁଁ ଟିକେ ନାଟକ  କରିବିରେ l କ’ଣ ମୋତେ ସୁଯୋଗ ଦବୁନି l ବିଜୟ ସାରଙ୍କ ଏହି ପଦିଏ କଥା ମୋତେ ଅସ୍ଥିର କରି ପକାଉଛି l ଓଲିଉଡ୍‌ର ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କୁ ଝୁରି ଝୁରି ତାଙ୍କର ଜଣେ ଶିଷ୍ୟ ନଳିନୀ ନିହାର ନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, ବଲିଉଡ୍‌ର ଭେଟେରାନ୍ ଆକ୍ଟର ଅଭିନେତା ଓମ୍ ପୁରୀ ଠାରୁ ଆରମ୍ଭ କରି ନାଶିରୁଦ୍ଦିନ ସାଙ୍କ ସହ […]

Bijaya-Sir

Bijaya-Sir

Tapas Behera
  • Published: Thursday, 23 July 2020
  • Updated: 24 July 2020, 09:58 AM IST

ରାଉରକେଲା(ପୱନ ତିୱାରୀ):ଆରେ ଆଳିଆ ତୋ ନିର୍ଦ୍ଦେଶନାରେ ମୁଁ ଟିକେ ନାଟକ  କରିବିରେ l କ’ଣ ମୋତେ ସୁଯୋଗ ଦବୁନି l ବିଜୟ ସାରଙ୍କ ଏହି ପଦିଏ କଥା ମୋତେ ଅସ୍ଥିର କରି ପକାଉଛି l ଓଲିଉଡ୍‌ର ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କୁ ଝୁରି ଝୁରି ତାଙ୍କର ଜଣେ ଶିଷ୍ୟ ନଳିନୀ ନିହାର ନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, ବଲିଉଡ୍‌ର ଭେଟେରାନ୍ ଆକ୍ଟର ଅଭିନେତା ଓମ୍ ପୁରୀ ଠାରୁ ଆରମ୍ଭ କରି ନାଶିରୁଦ୍ଦିନ ସାଙ୍କ ସହ ଯାହାଙ୍କ ଘନିଷ୍ଟ ସମ୍ପର୍କର ରହିଛି ସେଇ ବିଜୟ ମହାନ୍ତି ମୋତେ ଏମିତି କହି ଏତେବଡ଼ ଆସନରେ ବସାଇବେ ମୁଁ କେବେ ସ୍ୱପ୍ନରେ ଭାବି ନଥିଲି।

ନଳିନୀ କହିଛନ୍ତି ଯେ, ମୁଣ୍ଡରେ ଟିଣ ବକ୍ସ ଟିଏ ବୋହି କେନ୍ଦ୍ରାପଡା ଆଳିରୁ ଭୁବନେଶ୍ୱରକୁ ଧାଇଁ ଆସିଥିଲି ବିଜୟ ସାରଙ୍କ କଲେଜରେ ପାଠ ପଢିବା ପାଇଁ l ବିଜୟ ସାରଙ୍କ କଲେଜ କହିଲେ, ଆଜି ଭୁବନେଶ୍ଵରରେ ଯେଉଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛିଡା ହୋଇଛି। ଗୋଟିଏ ଦିନ ମୋର ଟିକିଏ କ୍ଲାସ୍ ଆସିବା ଲେଟ୍ ହେଇଗଲା, ବିଜୟ ସାର୍ ମୋତେ କହିଲେ ଆରେ ଅଳିଆ, ବାପାଟା ପରା କାହିଁକି ଲେଟ୍ କଲୁ । ଏବେ ପାଠ ପଢ୍। ଭୁବନେଶ୍ୱର ଏବେ ବୁଲନା l ଯଦି ଏବେ ଭୁବନେଶ୍ୱର ବୁଲିବୁ ଆଉ ପାଠ ପଢିବୁ ନାହିଁ । ବହୁତ୍ ଶୀଘ୍ର ତୁ ଗାଁ କୁ ପଳାଇବୁ I ବିଜୟ ମହାନ୍ତି ଓ ନଳିନୀ ନିହାରଙ୍କ ଏ ସମ୍ପର୍କ ଗୋଟିଏ କି ଦୁଇ ଦିନର ନୁହଁ ପ୍ରାୟ ୨୨ ବର୍ଷ ର ଗୁରୁ ଶିଷ୍ୟର ସମ୍ପର୍କ l  ନଳିନୀ ନିହାର ଏବେ ରାଉରକେଲା ଏନ୍‌ଆଇଟିରେ କାର୍ଯ୍ୟରତ l

https://youtu.be/ArKDWRP1GIs

ବିଜୟ ମହାନ୍ତି ଆଉ ଏ ଦୁନିଆରେ ନାହାନ୍ତି ବୋଲି ସେ ଏବେବି ବିଶ୍ଵାସ କରିପାରୁ ନାହାନ୍ତି l ବିଜୟ ମହାନ୍ତିଙ୍କ ଶେଷ ଅନ୍ତେଷ୍ଟିକ୍ରୀୟା ଟିଭି ଆଗରେ ବସି ଦେଖିଲା ବେଳକୁ କୋହକୁ ଚାପି ପାରି ନଥିଲି ବୋଲି ସେ କହିଛନ୍ତି। ନଳିନୀଙ୍କୁ ଏଇ କିଛି ଦିନ ପୂର୍ବେ କହିଥିଲେ ମୁଁ ତ ନାଟକରେ ଅଭିନୟ କରିବି l ନଳିନୀଙ୍କ ବାହାଘର କୁ ଦୌଡ଼ି ଆସିଥିଲେ ବିଜୟ ଆଶୀର୍ବାଦ ଦେବା ପାଇଁ l

ନଳିନୀଙ୍କ ଫଟୋ ଆଲବମରେ ଏବେ ମଧ୍ୟ ସାଇତା ହୋଇ ରହିଛି ବିଜୟ ସାରଙ୍କ ଅଭୁଲା ସ୍ମୃତି। ନଳିନୀ ନିହାର ନାୟକଙ୍କୁ ମିଳିଛି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମୂଲ୍ୟବାନ ବିସ୍ମିଲା ଖାଁ ପୁରସ୍କାର l ଓଡିଶାର ପ୍ରଥମ ବିସ୍ମିଲା ଖାଁ ପୁରସ୍କାର ପାଇଛନ୍ତି ନଳିନୀ ନିହାର l ଆଜି ଯାଏଁ ଏ ଓଡିଶାରୁ ମାତ୍ର ଦୁଇ ଜଣ ଙ୍କୁ ଏହି ପୁରସ୍କାର ମିଳିଛି l ତେବେ ନଳିନୀ ନିହାର ରାଜ୍ୟ ସରକାର ଙ୍କୁ ଅନୁରୋଧ କରି କହିଛନ୍ତି ଯେ, ବିଜୟ ମହାନ୍ତିଙ୍କୁ ମରୋଣତ୍ତର ପଦ୍ମ ବିଭୂଷଣ ଉପାଧି ଦିଆଯାଉ l

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story