ମୈଦାନକୁ ଓହ୍ଲାଇଲେ ଜୁଏଲ, ନରସିଂହ ଓ ରାସେଶ୍ୱରୀ ବି କଲେ ପ୍ରଚାର

<p>ବିଜେପୁର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର। ୩ ପ୍ରମୁଖ ଦଳର&nbsp; କ୍ୟାମ୍ପେନ୍&zwnj;ରେ ଉଠୁଛି ପଡୁଛି ପ୍ରଚାର ମୈଦାନ। ବିଭିନ୍ନ ସ୍ଥାନରେ&nbsp; ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍&nbsp; ନେତା ଏବଂ ଷ୍ଟାର୍ ପ୍ରଚାରକ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ&nbsp; ପ୍ରଚାର ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।&nbsp;&nbsp; ଜୁଏଲ ଗାଇସିଲଟ ବ୍ଲକର ୭ଟି ସ୍ଥାନରେ ରୋଡ୍ ଶୋ ସହ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରଚାର କରିଛନ୍ତି।</p> <p>ଅନ୍ୟପକ୍ଷରେ ରୀତା ସାହୁଙ୍କୁ ଧରି&nbsp; ପ୍ରଚାରକୁ ଜୋରଦାର କରିଛି ବିଜେଡି। ଡୋର୍ ଟୁ ଡୋର୍ କ୍ୟାଂପେନ୍ କରି ଦଳୀୟ ନେତା ଓ କର୍ମୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ଅନ୍ୟ ନେତା ଓ କର୍ମୀ ବୈରାଗପାଲିରେ ପ୍ରଚାର କରିଛନ୍ତି।&nbsp; ତା&rsquo;ସହ ନବୀନ ସରକାରଙ୍କ ବିକାଶ ଧାରାରେ ସାମିଲ ହେବାକୁ&nbsp; ଭୋଟରକୁ ଆହ୍ୱାନ ଦେଇଛନ୍ତି। ଏପଟେ କଂଗ୍ରେସ ପକ୍ଷରୁ ଆଜି&nbsp; ବିଜେପୁରରେ ସାଧାରଣ ସଭା କରାଯାଇଥିଲା। &nbsp;ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,&nbsp; ପ୍ରଦୀପ ମାଝୀ ଓ କିଶୋର ପଟେଲ ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍&zwnj; ମାଗିଥିଲେ।</p>

Ordigital Desk
  • Published: Saturday, 17 February 2018
  • Updated: 17 February 2018, 09:59 PM IST
<p>ବିଜେପୁର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର। ୩ ପ୍ରମୁଖ ଦଳର&nbsp; କ୍ୟାମ୍ପେନ୍&zwnj;ରେ ଉଠୁଛି ପଡୁଛି ପ୍ରଚାର ମୈଦାନ। ବିଭିନ୍ନ ସ୍ଥାନରେ&nbsp; ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍&nbsp; ନେତା ଏବଂ ଷ୍ଟାର୍ ପ୍ରଚାରକ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ&nbsp; ପ୍ରଚାର ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।&nbsp;&nbsp; ଜୁଏଲ ଗାଇସିଲଟ ବ୍ଲକର ୭ଟି ସ୍ଥାନରେ ରୋଡ୍ ଶୋ ସହ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରଚାର କରିଛନ୍ତି।</p><p>ଅନ୍ୟପକ୍ଷରେ ରୀତା ସାହୁଙ୍କୁ ଧରି&nbsp; ପ୍ରଚାରକୁ ଜୋରଦାର କରିଛି ବିଜେଡି। ଡୋର୍ ଟୁ ଡୋର୍ କ୍ୟାଂପେନ୍ କରି ଦଳୀୟ ନେତା ଓ କର୍ମୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଓ ପ୍ରମିଳା ମଲ୍ଲିକଙ୍କ ସମେତ ଦଳର ଅନ୍ୟ ନେତା ଓ କର୍ମୀ ବୈରାଗପାଲିରେ ପ୍ରଚାର କରିଛନ୍ତି।&nbsp; ତା&rsquo;ସହ ନବୀନ ସରକାରଙ୍କ ବିକାଶ ଧାରାରେ ସାମିଲ ହେବାକୁ&nbsp; ଭୋଟରକୁ ଆହ୍ୱାନ ଦେଇଛନ୍ତି। ଏପଟେ କଂଗ୍ରେସ ପକ୍ଷରୁ ଆଜି&nbsp; ବିଜେପୁରରେ ସାଧାରଣ ସଭା କରାଯାଇଥିଲା। &nbsp;ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,&nbsp; ପ୍ରଦୀପ ମାଝୀ ଓ କିଶୋର ପଟେଲ ପ୍ରମୁଖ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍&zwnj; ମାଗିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos