ପ୍ରତିଷ୍ଠା ଦିବସରେ ବିଜେଡିରେ ମିଶିବେନି ଦିଲ୍ଲୀପ-ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଆସନ୍ତାକାଲି ବିଜେଡିରେ ସାମିଲ ହେବେନି। ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ଏହି ଦୁଇ ବରିଷ୍ଠ ନେତାଙ୍କ ବିଜେଡିକୁ ଘରବାହୁଡ଼ା ହେବ ବୋଲି ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତା’ସହିତ ଏହି ଦୁଇ ନେତାଙ୍କ ପରବର୍ତ୍ତୀ ରାଜନୀତିକ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିଲ୍ଲୀପ ଏବେ ଓଡ଼ିଶାରେ ନଥିବାବେଳେ ବିଜୟଙ୍କୁ ଦଳରେ ଆସନ୍ତାକାଲି ସାମିଲ […]

4

4

Tapaswini Nayak
  • Published: Tuesday, 25 December 2018
  • Updated: 25 December 2018, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଆସନ୍ତାକାଲି ବିଜେଡିରେ ସାମିଲ ହେବେନି। ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ଏହି ଦୁଇ ବରିଷ୍ଠ ନେତାଙ୍କ ବିଜେଡିକୁ ଘରବାହୁଡ଼ା ହେବ ବୋଲି ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତା’ସହିତ ଏହି ଦୁଇ ନେତାଙ୍କ ପରବର୍ତ୍ତୀ ରାଜନୀତିକ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀପ ଏବେ ଓଡ଼ିଶାରେ ନଥିବାବେଳେ ବିଜୟଙ୍କୁ ଦଳରେ ଆସନ୍ତାକାଲି ସାମିଲ ହେବା ପାଇଁ ବିଜେଡି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ। ଦିଲ୍ଲୀପଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ରାୟ ଏବେ ଓଡ଼ିଶା ବାହାରେ ଅଛନ୍ତି। ସେ ୨୯ତାରିଖ ସୁଦ୍ଧା ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ରାୟ ବିଜେଡିରେ ସାମିଲ ହେବା ଖବର କେବଳ ଗଣମାଧ୍ୟମର ଚର୍ଚ୍ଚା ବୋଲି ତାଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି।

ଅପରପକ୍ଷରେ ବିଜୟ ମହାପାତ୍ରଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ କିଛିଦିନ ଧରି ପ୍ରୟାସ କରିଥିଲେ ମଧ୍ୟ ଗ୍ରୀନ୍ ସିଗନାଲ ମିଳୁନଥିବାରୁ ତାଙ୍କର ମିଶ୍ରଣ ମଧ୍ୟ ସମ୍ଭବପର ହୋଇପାରିନି। ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସକୁ ନିର୍ବାଚନମଣ୍ଡଳୀ ସ୍ତରରେ ଧୂମଧାମରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ତେବେ ରାଜ୍ୟସ୍ତରରେ ପ୍ରତିଷ୍ଠା ଦିବସ ସମାରୋହ ଦଳୀୟ ମୁଖ୍ୟାଳୟରେ ପାଳନ ହେବ ଓ ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ପୂର୍ବରୁ ଦଳର ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ନବୀନ କି ସନ୍ଦେଶ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story