ମୁଖ୍ୟମନ୍ତ୍ରୀଙ୍କ ସହ ମେୟରଙ୍କୁ ନେଇ ବିଜେପିର ସମାଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମେୟର ଅନନ୍ତ ନାରାୟଣ ଜେନା ଗୋଟିଏ ମଞ୍ଚରେ ବସିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଇଞ୍ଜିନିୟରିଂ ଛାତ୍ର ରିଷି ହତ୍ୟାକାଣ୍ଡରେ ମେୟର ସମ୍ପୃକ୍ତ ଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ସୁରକ୍ଷା ଦେଉଥିବା ନେଇ ପୂର୍ବରୁ ଅଭିଯୋଗ କରି […]

sameer-mohanty

sameer-mohanty

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 08:39 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜୁ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମେୟର ଅନନ୍ତ ନାରାୟଣ ଜେନା ଗୋଟିଏ ମଞ୍ଚରେ ବସିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଇଞ୍ଜିନିୟରିଂ ଛାତ୍ର ରିଷି ହତ୍ୟାକାଣ୍ଡରେ ମେୟର ସମ୍ପୃକ୍ତ ଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲା ସୁରକ୍ଷା ଦେଉଥିବା ନେଇ ପୂର୍ବରୁ ଅଭିଯୋଗ କରି ଆସୁଥିଲୁ। ଆଜି ସେହି ଅଭିଯୋଗ ସତରେ ପଣିରତ ହୋଇଛି। ମୁଖ୍ୟମନ୍ତ୍ରୀ ବ୍ୟାଭିଚାରୀଙ୍କୁ ସୁରକ୍ଷା ଦେଉଛନ୍ତି। ଅନ୍ୟପକ୍ଷରେ ପୋଲିସ୍‌ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁ ନ ଥିବା ବେଳେ ମେୟର କିପରି ନିଜ ସତ୍ୟପାଠରେ ଭିସେରା ରିପୋର୍ଟର ତଥ୍ୟ ଦେଲେ?”

ବିଜେପିର ଆରୋପର ଜବାବ ରଖିଛି ବିଜେଡି। ବିଜେଡି ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ମାମଲା ଏବେ କୋର୍ଟରେ ବିଚାରଧୀନ ଥିବା ସେ ସମ୍ପର୍କରେ କିଛି କହିବା ଠିକ ହେବ ନାହିଁ। ଆଜି ପାଳିତ ବିଜୁ ଜନ୍ମ ଶତବାର୍ଷିକୀରେ ଦଳର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story