ନୋମିନେଶନ୍‌ ଦାଖଲ କରି ଫେରୁଥିଲେ, ପିଟି ହେଲେ!

କେନ୍ଦୁଝର (ପ୍ରଣୟ କୁମାର ପାଣି): ନୋମିନେଶନ୍‌ ଦାଖଲ କରି ୩ ଜଣ ପୁଲିସ କର୍ମଚାରୀ ଏକ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ମଝି ରାସ୍ତାରେ ସେମାନେ ଏକ ଅଜଣା ଗାଡ଼ି ପଛ ପାର୍ଶ୍ୱକୁ ଧକ୍କା ଦେଲେ। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। କନ୍‌ଷ୍ଟେବଳ ଓ ହାବିଲଦାର ସଂଘର ନିର୍ବାଚନ ପାଇଁ ନୋମିନେଶନ୍‌ ଦାଖଲ କରି ସଦାନନ୍ଦ […]

bike

bike

Manoranjan Sial
  • Published: Wednesday, 25 September 2019
  • Updated: 25 September 2019, 07:48 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): ନୋମିନେଶନ୍‌ ଦାଖଲ କରି ୩ ଜଣ ପୁଲିସ କର୍ମଚାରୀ ଏକ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ମଝି ରାସ୍ତାରେ ସେମାନେ ଏକ ଅଜଣା ଗାଡ଼ି ପଛ ପାର୍ଶ୍ୱକୁ ଧକ୍କା ଦେଲେ। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

କନ୍‌ଷ୍ଟେବଳ ଓ ହାବିଲଦାର ସଂଘର ନିର୍ବାଚନ ପାଇଁ ନୋମିନେଶନ୍‌ ଦାଖଲ କରି ସଦାନନ୍ଦ ନାଏକ, ଦେବାନନ୍ଦ ବିଶ୍ୱାଳ ଓ ଜ୍ଞାନ ଜେନା ଏକ ସ୍କୁଟିରେ କେନ୍ଦୁଝରରୁ ରାଇସୁଆଁ ଅଭିମୁଖେ ଫେରୁଥିଲେ। ତେବେ ୨୦ ନମ୍ବର ଜାତୀୟ ରାଜପଥର ରାଇସୁଆଁ ଓଭର ବ୍ରିଜ ଉପରେ ସେମାନଙ୍କ ଗାଡ଼ି ଏକ ଅଜଣା ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଠାକୁରପାଟଣା ଗାଁର ସଦାନନ୍ଦ ନାଏକ(୪୦)ଙ୍କର ମୃତ୍ୟୁ ଘଟିଥିଲା। ତେବେ ଦେବାନନ୍ଦ ଓ ଜ୍ଞାନ ଗୁରୁତର ଆହତ ହୋଇ ରାସ୍ତା ମଝିରେ ପଡ଼ିଥିଲେ।

ଖବର ପାଇ ସଦଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ଏସ୍‌ଆଇ ବିଦ୍ୟାଧର ବେହେରା ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story