ବିମୁଦ୍ରାକରଣକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର: ନୋଟ୍‌ ବ୍ୟାନ ପରେ ଉପୁଜିଥିବା ସ୍ଥିତିର ସମୀକ୍ଷା ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ସମ୍ବଲପୁର, ବ୍ରହ୍ମପୁର ଓ ଯାଜପୁର ଯାଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଅଶୋକ ଦଲବାଇ ମସମ୍ବଲପୁର ଯାଇ ଜିଲ୍ଲାପାଳ, ସମବାୟ ବିଭାଗର ଅଧିକାରୀ, ବିଭିନ୍ନ ବ୍ୟାଙ୍କ ଅଧିକାରୀ, ମିଲ୍‌ ମାଲିକ ଓ ଟ୍ରାନ୍ସପୋର୍ଟ ସଂଘ ସହ ଆଲୋଚନା କରିଥିଲେ। ଅନ୍ୟତମ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ସୁରେଶ ବଶିଷ୍ଠ ବ୍ରହ୍ମପୁର ଗସ୍ତରେ ଯାଇଥିଲେ। ସେ […]

kendriya-team

kendriya-team

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 09:47 PM IST

Sports

Latest News

ଭୁବନେଶ୍ୱର: ନୋଟ୍‌ ବ୍ୟାନ ପରେ ଉପୁଜିଥିବା ସ୍ଥିତିର ସମୀକ୍ଷା ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ସମ୍ବଲପୁର, ବ୍ରହ୍ମପୁର ଓ ଯାଜପୁର ଯାଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଅଶୋକ ଦଲବାଇ ମସମ୍ବଲପୁର ଯାଇ ଜିଲ୍ଲାପାଳ, ସମବାୟ ବିଭାଗର ଅଧିକାରୀ, ବିଭିନ୍ନ ବ୍ୟାଙ୍କ ଅଧିକାରୀ, ମିଲ୍‌ ମାଲିକ ଓ ଟ୍ରାନ୍ସପୋର୍ଟ ସଂଘ ସହ ଆଲୋଚନା କରିଥିଲେ।

ଅନ୍ୟତମ କେନ୍ଦ୍ରୀୟ ଟିମ୍‌ ସଦସ୍ୟ ସୁରେଶ ବଶିଷ୍ଠ ବ୍ରହ୍ମପୁର ଗସ୍ତରେ ଯାଇଥିଲେ। ସେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ କୃଷି, ଶିଳ୍ପ, କୋଅପୋରେଟିଭ ବ୍ୟାଙ୍କ ଅଧିକାରୀ, ମିଲ୍‌ ମାଲିକ ଓ ଟ୍ରାନ୍ସପୋର୍ଟ ସଂଘ ପ୍ରତିନିଧିମାନେ ସାମିଲ ହୋଇଥିଲେ।

ସୌରଭ ଜୈନଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଯାଜପୁର ଯାଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗଦେଇଥିଲେ। ବିମୁଦ୍ରାକରଣ ଯୋଗୁଁ ଜିଲ୍ଲାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ରୀୟ ଟିମ୍‌ ସଦସ୍ୟଙ୍କୁ ଅବଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story