‘ଜୈବଇନ୍ଧନ ଉତ୍ପାଦନ ଦ୍ୱାରା ତୈଳ ଆମଦାନୀ ହ୍ରାସ ପାଇବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନସାଧାରଣଙ୍କୁ ଜୈବ ଇନ୍ଧନର ଉପକାରିତା ବିଷୟରେ ସଚେତନ କରାଇବା ପାଇଁ ବିଶ୍ୱ ଜୈବଇନ୍ଧନ ଦିବସ ଆଜି ପାଳିତ ହୋଇଛି। ଏଥିରେ ଜୈବଇନ୍ଧନ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଉଛି। ଜୈବଇନ୍ଧନ ଉତ୍ପାଦନ ଦ୍ୱାରା ତୈଳ ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏକ ସ୍ୱଚ୍ଛ ପରିବେଷ ସୃଷ୍ଟି ହେବ ଓ କୃଷକମାନଙ୍କର ଆୟ ବଢିବ। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। […]

metal

metal

Manoranjan Sial
  • Published: Saturday, 10 August 2019
  • Updated: 10 August 2019, 05:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜନସାଧାରଣଙ୍କୁ ଜୈବ ଇନ୍ଧନର ଉପକାରିତା ବିଷୟରେ ସଚେତନ କରାଇବା ପାଇଁ ବିଶ୍ୱ ଜୈବଇନ୍ଧନ ଦିବସ ଆଜି ପାଳିତ ହୋଇଛି। ଏଥିରେ ଜୈବଇନ୍ଧନ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଉଛି।

ଜୈବଇନ୍ଧନ ଉତ୍ପାଦନ ଦ୍ୱାରା ତୈଳ ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏକ ସ୍ୱଚ୍ଛ ପରିବେଷ ସୃଷ୍ଟି ହେବ ଓ କୃଷକମାନଙ୍କର ଆୟ ବଢିବ। ଦେଶରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଜୈବଇନ୍ଧନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୦୧୪ ରୁ ଅନେକ ପଦକ୍ଷେପ ନିଆଯାଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ କହିଛନ୍ତି।

ଭାରତରେ ବର୍ଷକୁ ୨୭୦୦ କୋଟି ଲିଟର ରନ୍ଧନ ତୈଳ ବ୍ୟବହାର କରାଯାଉଛି। ଯେଉଁଥିରୁ ୧୪୦ କୋଟି ଲିଟର ତେଲ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ ଆଦିରୁ ଆଦାୟ କରାଯାଇ ପାରିବ। ଏଥିରୁ ବର୍ଷକୁ ପାଖାପାଖି ୧୧୦ କୋଟି ଲିଟର ଜୈବଇନ୍ଧନ ଉତ୍ପାଦନ ହୋଇପାରିବ। ବର୍ତ୍ତମାନ ସମୟରେ ଏହି ଯୋଜନାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଥିପାଇଁ ପଦକ୍ଷେପ ନିଆଗଲେ ଜୈବଇନ୍ଧନ ଉତ୍ପାଦନ ପ୍ରକ୍ରିୟା ବହୁମାତ୍ରାରେ ସଫଳ ହୋଇପାରିବ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ର ଯୋଗଦେଇଥିଲେ। ସେ ନିଜର ଅଭିଭାଷଣରେ ଓଡ଼ିଶାର କଳାର ପୁନରୁଦ୍ଧାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାକୁ ଅଶେଷ ପ୍ରଶଂସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଇଓସିଏଲର ସିଜିଏମ୍‌ ଶ୍ରୀ ଶୁଭଜିତ ଘୋଷ, ଏସ୍‌ବିଆଇ ଓଡ଼ିଶାର ସିଜିଏମ୍‌ ପ୍ରବୀଣା କାଲା, ଗେଲ୍‌ର ସିଜିଏମ୍‌ ଦିନବନ୍ଧୁ ସୋରେନ, ଏଚ୍‌ପିସିଏଲର ଡିଜିଏମ୍‌ ଅଭ୍ୟଙ୍କର ଦାସ ଆଦି ଉପସ୍ଥିତ ଥିଲେ।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଆଜି ବିଶ୍ୱ ଜୈବଇନ୍ଧନ ଦିବସ ଅବସ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story