୨୬ରେ ବିଜେଡିର ୨୦ବର୍ଷ ପୂର୍ତ୍ତି ଉତ୍ସବ

ପୁରୀ: ପୁରୀରେ ପାଳନ ହେବ ବିଜେଡିର ୨୦ ବର୍ଷ ପୂର୍ତ୍ତି ଉତ୍ସବ। ଆସନ୍ତା ୨୬ ତାରିଖରେ ଏହି ଉତ୍ସବ ପାଳନ କରିବ ବିଜେଡି। ପୁରୀର ତାଳବଣିଆଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଦଳର ବିଭିନ୍ନ ପଦପଦବୀରେ ଥିବା ୩୦ ହଜାର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ସଭାପତି, ନଗର ଏବଂ ବ୍ଲକ ସଭାପତି ଛାମୁଆ ସଂଗଠନର ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଛନ୍ତି। ଏହି ଅବସରରେ ପୁରୀରୁ ଦଳ ଆରମ୍ଭ କରିବ ଆଗାମୀ ଓଡ଼ିଶାର ବିକାଶ ଯାତ୍ରା।  ସରକାରୀ ଦଳର ବିଭିନ୍ନ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ପୁରୀରୁ ସଂକଳ୍ପ ନେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂପାଦକ ବିଜୟ ନାୟକ।

Ordigital Desk
• Published: Tuesday, 12 December 2017
• Updated: 12 December 2017, 07:42 AM IST

Sports

Latest News

ପୁରୀ: ପୁରୀରେ ପାଳନ ହେବ ବିଜେଡିର ୨୦ ବର୍ଷ ପୂର୍ତ୍ତି ଉତ୍ସବ। ଆସନ୍ତା ୨୬ ତାରିଖରେ ଏହି ଉତ୍ସବ ପାଳନ କରିବ ବିଜେଡି। ପୁରୀର ତାଳବଣିଆଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଦଳର ବିଭିନ୍ନ ପଦପଦବୀରେ ଥିବା ୩୦ ହଜାର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ସଭାପତି, ନଗର ଏବଂ ବ୍ଲକ ସଭାପତି ଛାମୁଆ ସଂଗଠନର ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଛନ୍ତି। ଏହି ଅବସରରେ ପୁରୀରୁ ଦଳ ଆରମ୍ଭ କରିବ ଆଗାମୀ ଓଡ଼ିଶାର ବିକାଶ ଯାତ୍ରା।  ସରକାରୀ ଦଳର ବିଭିନ୍ନ କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ପୁରୀରୁ ସଂକଳ୍ପ ନେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଂପାଦକ ବିଜୟ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos