ବୈଷ୍ଣବ ସୁବିଧାବାଦୀ ଓ ନୀଳବର୍ଣ୍ଣ ଶୃଗାଳ ଭଳି: ବିଜେଡି

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିଥିବା ବୈଷ୍ଣବ ପରିଡ଼ାଙ୍କୁ ଆଜି କାଉଣ୍ଟର ଆଟାକ୍ କରିଛି ବିଜେଡି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସରିଲିଜ୍ ଜରିଆରେ ବୈଷ୍ଣବଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ସେ କହିଛନ୍ତି,“ବୈଷ୍ଣବ ଜଣେ ସୁବିଧାବାଦୀ ନେତା। ନୀଳବର୍ଣ୍ଣ ଶୃଗାଳ ପରି ସେ ବହୁ ଦଳ ପରିବର୍ତ୍ତନ କରିଛନ୍ତି। ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଅନୁଗ୍ରହରେ ବୈଷ୍ଣବ ରାଜ୍ୟସଭାକୁ ଯାଇପାରିଥିଲେ। ସେ ଏବେ ଯାହା କହୁଛନ୍ତି, ସେତେବେଳେ କାହିଁକି କହୁ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 01:33 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଚ୍ଛଲ୍ୟ କରିଥିବା ବୈଷ୍ଣବ ପରିଡ଼ାଙ୍କୁ ଆଜି କାଉଣ୍ଟର ଆଟାକ୍ କରିଛି ବିଜେଡି। ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସରିଲିଜ୍ ଜରିଆରେ ବୈଷ୍ଣବଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ସେ କହିଛନ୍ତି,“ବୈଷ୍ଣବ ଜଣେ ସୁବିଧାବାଦୀ ନେତା। ନୀଳବର୍ଣ୍ଣ ଶୃଗାଳ ପରି ସେ ବହୁ ଦଳ ପରିବର୍ତ୍ତନ କରିଛନ୍ତି।

ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ଅନୁଗ୍ରହରେ ବୈଷ୍ଣବ ରାଜ୍ୟସଭାକୁ ଯାଇପାରିଥିଲେ। ସେ ଏବେ ଯାହା କହୁଛନ୍ତି, ସେତେବେଳେ କାହିଁକି କହୁ ନ ଥିଲେ। ବୈଷ୍ଣବ ନିଜେ ନିଜ କଥା କହୁଛନ୍ତି ନା ଅନ୍ୟ କେହି ତାଙ୍କ ମୁହଁରେ କୁହାଉଛି?”

ଓଡ଼ିଶାବାସୀଙ୍କ ନିଷ୍ପତ୍ତି ବିରୋଧରେ କହିବାକୁ ବୈଷ୍ଣବ କିଏ ବୋଲି ବିଜେଡି ପ୍ରଶ୍ନ କରିଛି।

ସୂଚନାଯୋଗ୍ୟ, ଗତକାଲି ଓଡ଼ିଆ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସମ୍ୱଲପୁରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବୈଷ୍ଣବ ପରିଡ଼ା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଓଡ଼ିଆ ଜାଣି ନାହାଁନ୍ତି, ତାହା ଓଡ଼ିଆ ଜାତି ପାଇଁ ଲଜ୍ଜା ଓ ଅପମାନ ବୋଲି କହି ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story