ରାଗିଗଲେ ମୁଖ୍ୟମନ୍ତ୍ରୀ : ଅନୁପଙ୍କୁ ଦଳରୁ ବାଏ ବାଏ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶେଷରେ ବିଜେଡିରୁ ବହିଷ୍କୃତ ହେଲେ ଅନୁପ ସାଏ। ଦଳରୁ ତାଙ୍କୁ ବାଏ ବାଏ କଲେ ନବୀନ। ଅନୁପଙ୍କୁ ବହିଷ୍କାର କରିଛନ୍ତି  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ବିଦା ହୋଇଛନ୍ତି ଅନୁପ। ଏବେ ପୁଲିସ ହେପାଜତରେ ଅଛନ୍ତି ଅନୁପ ସାଏ। ଛତିଶଗଡ଼ ଚକ୍ରଧରନଗର ଥାନା ପୁଲିସ ତାଙ୍କୁ ଅଟକ ରଖିଛି। ଏକ  ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଅଟକ ରଖି ପୁଲିସ ଜେରା କରୁଛି। ଅନୁପ […]

900-1

900-1

Tapas Behera
  • Published: Thursday, 13 February 2020
  • Updated: 13 February 2020, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶେଷରେ ବିଜେଡିରୁ ବହିଷ୍କୃତ ହେଲେ ଅନୁପ ସାଏ। ଦଳରୁ ତାଙ୍କୁ ବାଏ ବାଏ କଲେ ନବୀନ। ଅନୁପଙ୍କୁ ବହିଷ୍କାର କରିଛନ୍ତି  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ବିଦା ହୋଇଛନ୍ତି ଅନୁପ। ଏବେ ପୁଲିସ ହେପାଜତରେ ଅଛନ୍ତି ଅନୁପ ସାଏ। ଛତିଶଗଡ଼ ଚକ୍ରଧରନଗର ଥାନା ପୁଲିସ ତାଙ୍କୁ ଅଟକ ରଖିଛି। ଏକ  ଡବଲ ମର୍ଡର ମାମଲାରେ ଅନୁପଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।

ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟ୍‌ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରୁ ସେ ବିଜେଡିରେ ଯୋଗ ଦେଇଥିଲେ।

ସୂଚନାଥାଉ କି, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ୍‌। ତେବେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହ କରି ଛତିଶଗଡ଼ ପୁଲିସ୍‌ ଅନୁପ ସାଏଙ୍କୁ  ଅଟକ ରଖି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story