ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା, ପୂର୍ବତନ ଛାତ୍ର ବିଜେଡି ନେତା ବନ୍ଧା ହେଲା

ଯାଜପୁର(ଗୁଲାମ ଗସ୍‌):ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଆଜି ଗିରଫ କରିଛି। ଗତକାଲି ପୁଲିସ ତାଙ୍କୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ଯାଜପୁର ଏସଡିପିଓ ରବୀନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ବିଂଝାରପୁର ଥାନା ଚିକଣା ପଞ୍ଚାୟତ ପଇରଖ ଗ୍ରାମର ଜିତେନ୍ଦ୍ର ପ୍ରଧାନ ନିଜ ସମ୍ପର୍କୀୟ […]

4321

4321

Tapas Behera
  • Published: Tuesday, 15 October 2019
  • Updated: 15 October 2019, 04:08 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌):ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଆଜି ଗିରଫ କରିଛି। ଗତକାଲି ପୁଲିସ ତାଙ୍କୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ଯାଜପୁର ଏସଡିପିଓ ରବୀନ୍ଦ୍ର ଜେନା ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ବିଂଝାରପୁର ଥାନା ଚିକଣା ପଞ୍ଚାୟତ ପଇରଖ ଗ୍ରାମର ଜିତେନ୍ଦ୍ର ପ୍ରଧାନ ନିଜ ସମ୍ପର୍କୀୟ ଭାଣିଜୀକୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ହେଲେ ପରବର୍ତ୍ତୀ ସମୟରେ ବିବାହ ପାଇଁ ଅରାଜି ହୋଇଥିଲା । ଜିତେନ୍ଦ୍ରଙ୍କ ସହ ସଂପୃକ୍ତ ଯୁବତୀଙ୍କର ୭ବର୍ଷ ହେଲା ସଂପର୍କ ଥିଲା ।

ତେବେ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଜାଣିବା ପରେ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଜିତେନ୍ଦ୍ର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅନୁଗତ ବୋଲି କୁହାଯାଉଛି । ଏପରିକି  ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମିଳାଙ୍କ ସହ ଜିତେନ୍ଦ୍ରଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏନେଇ ଯୁବତୀ ଜଣକ ନ୍ୟାୟ ପାଇବା ପାଇଁ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେପଟେ ଏହି ଘଟଣା ପ୍ରସାରଣ ହେବା ପରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ରକୁ ନିଲମ୍ବିତ କରିଥିଲେ । ଗତକାଲି ପୁଲିସ ତାକୁ ପାଣିକୋଇଲି ଅଞ୍ଚଳରୁ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story