ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନବ କିଶୋର ନାଏକ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ଖାଲିଥିବା ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଆଜି ନିର୍ବାଚନ ହୋଇଛି। ଏଥିରେ ସଇଡ଼ା ପଞ୍ଚାୟତର ସମିତି ସଭ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ନବ କିଶୋର ନାଏକ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ପାଲଲହଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ବିଜେପି ହାତରେ ଥିଲା। ଅଧ୍ୟକ୍ଷ ମୁକେଶ ପାଲ ବିଜେପି ଛାଡ଼ି ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଅଧ୍ୟକ୍ଷ ପଦ ଖାଲି […]

pallahada

pallahada

Manoranjan Sial
  • Published: Wednesday, 21 August 2019
  • Updated: 21 August 2019, 05:54 PM IST

Sports

Latest News

ପାଲଲହଡ଼ା(ରବି ନାରାୟଣ ପ୍ରଧାନ): ୨୦୧୯ ବିଧାନସଭା ନିର୍ବାଚନ ପରଠାରୁ ଖାଲିଥିବା ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଆଜି ନିର୍ବାଚନ ହୋଇଛି। ଏଥିରେ ସଇଡ଼ା ପଞ୍ଚାୟତର ସମିତି ସଭ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ନବ କିଶୋର ନାଏକ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ପାଲଲହଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ବିଜେପି ହାତରେ ଥିଲା। ଅଧ୍ୟକ୍ଷ ମୁକେଶ ପାଲ ବିଜେପି ଛାଡ଼ି ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

ପାଲଲହଡ଼ା ବ୍ଲକରେ ୨୭ଟି ପଞ୍ଚାୟତ ରହିଛି। ଆଜି ସଇଡା ପଞ୍ଚାୟତର ସମିତି ସଭ୍ୟ ନବ କିଶୋର ନାଏକ ନାମାଙ୍କନପତ୍ର ଦାଖଲ ବେଳେ ୨୩ ଜଣ ସମିତିସଭ୍ୟ ଉପସ୍ଥିତ ରହିଥିଲେ। ମଧ୍ୟାହ୍ନ ସୁଦ୍ଧା କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ନବକିଶୋର ନାଏକଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଥିଲେ। ତହସିଲଦାର ସ୍ୱାଗତ ଦାସ ନିର୍ବାଚନ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story