ଆରମ୍ଭରୁ ପଛରେ ପଡ଼ିଛନ୍ତି ପ୍ରଦୀପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଚାଲିଛି।  ମୋଟ ୨୩ ରାଉଣ୍ଡରୁ ୫ ରାଉଣ୍ଡ ଗଣତି ଶେଷ ହୋଇଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୩୮୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ପଛରେ ଚାଲିଛନ୍ତି। ପ୍ରଥମ ରାଉଣ୍ଡରେ ଦଳ୧୭୧୨ ଖଣ୍ଡ ଭୋଟ୍‌ ପଛରେ ଥିଲା। ଗଣତି […]

PadmapurByPoll

PadmapurByPoll

Tapaswini Nayak
  • Published: Thursday, 08 December 2022
  • Updated: 08 December 2022, 11:22 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଚାଲିଛି।  ମୋଟ ୨୩ ରାଉଣ୍ଡରୁ ୫ ରାଉଣ୍ଡ ଗଣତି ଶେଷ ହୋଇଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ୮୩୮୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ପଛରେ ଚାଲିଛନ୍ତି। ପ୍ରଥମ ରାଉଣ୍ଡରେ ଦଳ୧୭୧୨ ଖଣ୍ଡ ଭୋଟ୍‌ ପଛରେ ଥିଲା। ଗଣତି ବଢ଼ିବା ସହିତ ଏହି ବ୍ୟବଧାନ ବଢ଼ି ଚାଲିଛି।

ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୨୬,୧୯୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୭୮୧୬ଖଣ୍ଡ ଓ କଂଗ୍ରେସକୁ ୮୪୫ ଖଣ୍ଡ ଭୋଟ୍ ମିଳିଛି।  ସେହିପରି ଏହି ରାଉଣ୍ଡ ଶେଷ ସୁଦ୍ଧା ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୬୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୪୯, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୮୭, ଗଙ୍ଗାଧର ସାହାଙ୍କୁ ୯୬, ଦେବାର୍ଚ୍ଚନ ନାଏକଙ୍କୁ ୧୧୧, ବୃନ୍ଦାବନ ପୁରୋହିତଙ୍କୁ ୧୧୮ ଓ ଶେଷଦେବ ସାହୁଙ୍କୁ ୨୭୧ ଖଣ୍ଡ ଭୋଟ୍ ମିଳିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story