କେନ୍ଦ୍ରରେ ମନ୍ତ୍ରୀପଦକୁ ନେଇ ପଶ୍ଚିମ ଓଡ଼ିଶା କାର୍ଡ଼ ଖେଳିଲେ ସୁଶାନ୍ତ, ଜବାବ ଦେଲେ ଅରୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ଗତକାଲି ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତାଙ୍କ ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏଥିରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସ୍ଥାନ ପାଇଛନ୍ତି। ଏଥିରେ କିନ୍ତୁ ଶାସକ ବିଜେଡି ସନ୍ତୁଷ୍ଟ ନୁହେଁ। ମୋଦିଙ୍କ ଦ୍ୱିତୀୟ ପାଳିରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ସେ […]

bjd-minister-plays-western-odisha-card

bjd-minister-plays-western-odisha-card

Manoranjan Sial
  • Published: Friday, 31 May 2019
  • Updated: 31 May 2019, 04:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦି ଗତକାଲି ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତାଙ୍କ ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏଥିରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ସ୍ଥାନ ପାଇଛନ୍ତି। ଏଥିରେ କିନ୍ତୁ ଶାସକ ବିଜେଡି ସନ୍ତୁଷ୍ଟ ନୁହେଁ। ମୋଦିଙ୍କ ଦ୍ୱିତୀୟ ପାଳିରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ।

ସେ କହିଛନ୍ତି, ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଛି। ହେଲେ ଏମାନଙ୍କ ମଧ୍ୟରୁ କାହାରି ମନ୍ତ୍ରୀ କରାଗଲା ନାହିଁ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ପଶ୍ଚିମ ଓଡ଼ିଶାରୁ ୬ ଜଣଙ୍କୁ ମନ୍ତ୍ରୀ କରିଛନ୍ତି ବୋଲି ସୁଶାନ୍ତ କହିଛନ୍ତି।

ତେବେ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର।” ଜୁଏଲ ଓରାମ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ନେଇ ସେ କହିଛନ୍ତି, “ଜୁଏଲ ଦଳର ବରିଷ୍ଠ ନେତା। ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାକୁ ସେ ତୁଲାଇବେ।”

ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମିଳିଛି। ସେହିପରି ପ୍ରତାପ ଷଡଙ୍ଗୀଙ୍କୁ MSME, ପ୍ରାଣୀ ଓ ଗୋ ଏବଂ ମତ୍ସ୍ୟ ସଂପଦ ବିଭାଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story