ବିଜେଡିରେ କୁହୁଳୁଛି ମନ୍ତ୍ରିମଣ୍ଡଳ ଅଦଳବଦଳ ନିଆଁ: ଖୋଲାଖୋଲି ଅସନ୍ତୋଷ ଜାହିର କରୁଛନ୍ତି ନେତା

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବିଜେଡିରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ମନ୍ତ୍ରିପଦ ନ ମିଳିବାରୁ କିଛି ଜଣାଶୁଣା ବିଧାୟକ ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ଓ ସୁନ୍ଦରଗଡ଼କୁ ନେଇ ପଶ୍ଚିମାଞ୍ଚଳ ଗଠିତ। ମାତ୍ର ଏହି ୪ ବଡ଼ ଜିଲ୍ଲାରେ କାହାକୁ ମିଳିନି ମନ୍ତ୍ରୀପଦ। ଯାହକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ। ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ବିଧାୟକ। ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, କନ୍ଧମାଳ, ରାୟଗଡା, ମାଲକାନଗିରି, ଗଜପତି, […]

BJD-OFFICE

BJD-OFFICE

Rakesh Mallick
  • Published: Monday, 08 May 2017
  • Updated: 08 May 2017, 08:28 PM IST

Sports

Latest News

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବିଜେଡିରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ମନ୍ତ୍ରିପଦ ନ ମିଳିବାରୁ କିଛି ଜଣାଶୁଣା ବିଧାୟକ ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର ଓ ସୁନ୍ଦରଗଡ଼କୁ ନେଇ ପଶ୍ଚିମାଞ୍ଚଳ ଗଠିତ। ମାତ୍ର ଏହି ୪ ବଡ଼ ଜିଲ୍ଲାରେ କାହାକୁ ମିଳିନି ମନ୍ତ୍ରୀପଦ। ଯାହକୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ। ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ବିଧାୟକ। ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଅନୁଗୁଳ, କନ୍ଧମାଳ, ରାୟଗଡା, ମାଲକାନଗିରି, ଗଜପତି, ମୟୂରଂଭଜ ଭଳି ଜିଲ୍ଲାରୁ ବି ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଶୂନ୍। ଏସବୁ ଜିଲ୍ଲାର ନେତାମାନେ ବି ଅସନ୍ତୁଷ୍ଟ। କିନ୍ତୁ ଖୋଲାଖୋଲି କିଛି କହୁନାହାନ୍ତି। ବିଧାୟିକା ରାଶେସ୍ୱରୀ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ନ ମିଳିବା ପରେ ଗତକାଲି ସମ୍ବଲପୁରରେ ତାଙ୍କ ସମର୍ଥକମାନେ ପ୍ରତିବାଦ କରିଥିଲେ। ଆଜି ରାଶେସ୍ୱରୀ କହିଛନ୍ତି,“ସମ୍ୱଲପୁରରୁ ଜଣେ ମନ୍ତ୍ରୀ ହୋଇଥିଲେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାନ୍ତି। କିନ୍ତୁ ମନ୍ତ୍ରୀ ପଦ ନମିଳିବାରୁ ଲୋକଙ୍କ ମନକୁ କଷ୍ଟ ଦେଇଛି। ଏବେ ମଧ୍ୟ ମୁଁ ୧୮ ଘଣ୍ଟା କାମ କରିବି।”

ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ମନ୍ତ୍ରୀ ପଦ ନ ମିଳିବା କଳାହାଣ୍ଡିରେ ପ୍ରଭାବ ପକାଇବ।” ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା କହିଛନ୍ତି,“ମନ୍ତ୍ରୀ ପଦ ନମିଳିବାରୁ ନେତାଙ୍କ ମନରେ ଅସନ୍ତୋଷ ରହିଥାଇ ପାରେ।”

ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ନେତାଙ୍କ ମଧ୍ୟରେ ତିକ୍ତତା ବଢିଥିବାରୁ ଅସନ୍ତୋଷ ପ୍ରଶମିତ କରିବା ଦଳ ପାଇଁ ଚ୍ୟାଲେଂଜ ହେବ। ଯାହା ମନରେ କ୍ଷୋଭ ରହିଛି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିପାରିବେ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story