ଗର୍ଜିଲେ ବିଜେଡି କର୍ମୀ, କହିଲେ-ଗରିବ ମହିଳା ଚୁଲିକୁ ଗୋଇଠା ମାରୁଛି ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ କରୁଛି । ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରୁଛି ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ । ତିନି ଦିନ ଧରି ଆନ୍ଦୋଳନ କରାଯିବ ।  ରାଜ୍ୟର […]

bjd

bjd

Niharika Rout
  • Published: Monday, 22 November 2021
  • Updated: 22 November 2021, 02:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବାବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ଲାଗି କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ କରୁଛି ।

ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରୁଛି ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ । ତିନି ଦିନ ଧରି ଆନ୍ଦୋଳନ କରାଯିବ ।  ରାଜ୍ୟର ତିନିଟି ଯାକ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱର ପଟିଆରେ ଥିବା ଆଇଓସିଏଲ୍ ଅଫିସ ସମ୍ମୁଖରେ ଧାରଣା ଦେଇଛି ବିଜେଡି ।

ସାଙ୍ଗଠନିକ ଜିଲ୍ଲା ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଇଓସିଏଲ୍ ଅଫିସ ସମ୍ମୁଖରେ ବିଜୁ ମହିଳା ଦଳର ବହୁ ନେତ୍ରୀ କାଠ ଚୁଲି ଜାଳି ପ୍ରତିବାଦ କରିଛନ୍ତି । କଟକ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ୍ ସମ୍ମୁଖରେ ମଧ୍ୟ ପ୍ରତିବାଦ ଦେଖିବାକୁ ମିଳିଛି ।

[caption id="attachment_693683" align="aligncenter" width="650"]protesr ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି କର୍ମୀଙ୍କ ବିକ୍ଷୋଭ ।[/caption]

ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ ଆଗରେ ବିକ୍ଷୋଭ କରାଯାଇଛି । ଏହି ଅବସରରେ ବିଜେଡିର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସି ।  ଦାବିପତ୍ର ପ୍ରଦାନ କରିଛନ୍ତି ସେହିପରି କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ସମସ୍ତ ବ୍ଳକରେ ମଧ୍ୟ ବିଜେଡି ପ୍ରଦର୍ଶନ କରିଛି ।

ଏନେଇ ବିଜେଡି ନେତ୍ରୀ ପ୍ରୀତି ନନ୍ଦ କହିଛନ୍ତି, ବିଜେପି ସରକାର ଉଜ୍ୱଳା ଯୋଜନା କରିଥିଲେ। ପ୍ରତେ୍ୟକ ପ୍ରେଟ୍ରୋଲ ପମ୍ପରେ ମହିଳାଙ୍କ ଫଟୋ ଲଗାଇଥିଲେ। ହେଲେ ସେ ମହିଳାମାନଙ୍କ କଥା କେବେ ବି ଭାବୁ ନାହାନ୍ତି।  ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ ବୃଦ୍ଧି କରୁଛନ୍ତି। ଗରିବ ମହିଳାଙ୍କ ଚୁଲିକୁ କୁଠାରଘାତ କରୁଛନ୍ତି। ଏହାକୁ ଦୃଢ଼ ନିନ୍ଦା କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story