ସର୍ଭେରେ ୭ କୋଟି, ନବୀନଙ୍କ ୨ ର‌୍ୟାଲିରେ ଅଢ଼େଇ କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କ୍ରମାଗତ ପଞ୍ଚମ ଥର ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ନିଜର ସବୁପ୍ରକାରର କଳବଳକୌଶଳ ଲଗାଇ ଦେଇଥିଲା। ପାଣି ଭଳି ପଇସା ଖର୍ଚ୍ଚ ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟୟବହୁଳ ର‌୍ୟାଲିଠୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ, ଏପରିକି ଭୋଟରଙ୍କ ମୁଡ୍ ପରଖିବାକୁ ବି ସର୍ଭେ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହିଁ। କେବଳ ସେତିକି ନୁହେଁ ନିଜସ୍ୱ ପ୍ରଚାର ପାଇଁ ଗଣମାଧ୍ୟମରେ ୭୧.୨୬ […]

bjd-1

bjd-1

Manoranjan Sial
  • Published: Thursday, 05 September 2019
  • Updated: 06 September 2019, 05:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କ୍ରମାଗତ ପଞ୍ଚମ ଥର ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ନିଜର ସବୁପ୍ରକାରର କଳବଳକୌଶଳ ଲଗାଇ ଦେଇଥିଲା। ପାଣି ଭଳି ପଇସା ଖର୍ଚ୍ଚ ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟୟବହୁଳ ର‌୍ୟାଲିଠୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ, ଏପରିକି ଭୋଟରଙ୍କ ମୁଡ୍ ପରଖିବାକୁ ବି ସର୍ଭେ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହିଁ। କେବଳ ସେତିକି ନୁହେଁ ନିଜସ୍ୱ ପ୍ରଚାର ପାଇଁ ଗଣମାଧ୍ୟମରେ ୭୧.୨୬ କୋଟି ଟଙ୍କା ବିଜ୍ଞାପନ ଦେଇଥିବା ବିଜେଡି ମିଡିଆ ତଦାରଖ ନାଁରେ ୬.୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ତେବେ ବିଜେଡିର ଏହି ମିଡିଆ ମନିଟରିଂ ଖର୍ଚ୍ଚ କ’ଣ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବିବରଣୀ ଅନୁସାରେ ରାଜ୍ୟରେ ଭୋଟରଙ୍କ ମୁଡ୍ କାହା ସପକ୍ଷରେ ଅଛି ତାହା ଜାଣିବା ପାଇଁ ଦଳ ୭.୧୮ କୋଟି ଟଙ୍କା ଖର୍ଚ୍ଚ କରିଛି। ମାର୍ଚ୍ଚ ୨୬ରୁ ମେ’ ୨୦ ତାରିଖ ମଧ୍ୟରେ ନିର୍ବାଚନୀ ସର୍ଭେ ନାଁରେ ବିଜେଡି ୭.୦୨ କୋଟି ଟଙ୍କା ଓ ମେ’ ୨ ତାରିଖରେ ପ୍ରି-ପୋଲ ସର୍ଭେ ନାଁରେ ୧୬.୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

ତେବେ ବିଜେଡି ସୂତ୍ର ଅନୁସାରେ ଦଳର ଆଇଟି ସେଲ ମୁଖ୍ୟ ତଥା ସାଂସଦ ଅମର ପଟ୍ଟନାୟକ ଓ ଯୁବନେତା ପ୍ରଣବ ପ୍ରକାଶ ଦାସଙ୍କ ମାଧ୍ୟମରେ ଏହି ଦଳୀୟ ସର୍ଭେ ହେଉଥିଲା। ସେହିପରି ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ହୋଲୋଗ୍ରାମ ମାଧ୍ୟମରେ ‘ମୋ ଘରେ ନବୀନ’ ନାଁରେ କାର୍ଯ୍ୟକ୍ରମରେ ବିଜେଡି ୨୦ କୋଟି ଟଙ୍କା ବ୍ୟୟ କରିଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଟି ର‌୍ୟାଲିରେ ଏପ୍ରିଲ ୧୮ ଓ ୨୪ ତାରିଖରେ ମୋଟ ୨.୪୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଛାଇ ନାହିଁ। ଏଲଇଡି ଭ୍ୟାନରେ ରାଜ୍ୟବ୍ୟାପୀ ଦଳର ପ୍ରଚାର ପାଇଁ ପ୍ରାୟ ୧୪.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନବେଳେ ବିଜେଡି ସୁପ୍ରିମୋ ଯେଉଁ ବିଳାସପୂର୍ଣ୍ଣ ବସ୍‌ରେ ପ୍ରଚାର କରୁଥିଲେ ସେଥିପାଇଁ ବିଜେଡି ପ୍ରାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସ୍ୱସ୍ତି ଟ୍ରାଭେଲସକୁ ୪୯.୫୬ ଲକ୍ଷ ଟଙ୍କା, ସେଭେନ୍ ଇଲେଭନ୍ ନାମକ ସଂସ୍ଥାକୁ ୮.୮୫ ଲକ୍ଷ ଟଙ୍କା ଓ କୃଷ୍ଣଚନ୍ଦ୍ର ଶର୍ମା ନାମକ ବ୍ୟକ୍ତିଙ୍କୁ ୬ ଲକ୍ଷ ଟଙ୍କା ଦେଇଛି।

ଦଳର ନିର୍ବାଚନୀ ସଭା ପ୍ରତି ଲୋକଙ୍କୁ ଆକୃଷ୍ଟ ନିମନ୍ତେ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାବଦରେ ୪.୩୫ କୋଟି ଟଙ୍କା ବ୍ୟୟ କରାଯାଇଛି। ନିର୍ବାଚନ ଜିତିବା ପାଇଁ ଯେତେ ଯାହା ସମ୍ଭବ ତାହା କରିବା ପାଇଁ ଦଳ ନିଜର ତହବିଲ ସମ୍ପୂର୍ଣ୍ଣ ଖୋଲି ଦେଇଥିବା ଜଣାପଡ଼ିଛି।

ରାଜନୀତିକ ବିଶ୍ଲେଷକଙ୍କ ଅନୁସାରେ, ନିର୍ବାଚନ ଜିତିବା ପାଇଁ ବିଜେଡି ଆନୁଷ୍ଠାନିକ ଭାବେ ଏତିକି ଅର୍ଥ ଖର୍ଚ୍ଚ କରିଛି ବୋଲି ନିର୍ବାଚନ କମିଶନଙ୍କୁ ସିନା ରିପୋର୍ଟ ଦେଇଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ପରିମାଣ କାହିଁ କେତେଗୁଣ ଅଧିକ ହେବ। ବିଜେଡି ପକ୍ଷରୁ ନିର୍ବାଚନ ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବଣ୍ଟାଯାଉଥିବା ଟଙ୍କା ଏଥିରେ ସାମିଲ ହୋଇନି। ଦଳର ପ୍ରାର୍ଥୀମାନଙ୍କୁ ବିଜେଡି ପ୍ରାୟ ୧ କୋଟି ଟଙ୍କା ଲେଖାଁଏ ଦେଇଥିବା ବି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story