ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ପ୍ରତି ଅପମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତକୁ ଅବମାନନା କରାଯାଇଛି। ଗତକାଲି ସ୍ୱାଧୀନତା ଦିବସ ଅବସରରେ ବିଜେଡି ମୁଖ୍ୟାଳୟରେ ନବୀନ ନିଜେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ସେଠାରେ ଜାତୀୟ ସଙ୍ଗୀତ ବଦଳରେ ବିଜୁ ପଟ୍ଟନାୟକଙ୍କ ସ୍ତୁତିଗାନ କରାଯିବାକୁ ନେଇ ଏବେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସକାଳେ ସ୍ୱାଧୀନତା ଦିବସ ଅବସରରେ ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ […]

bjd-odisha

bjd-odisha

Manoranjan Sial
  • Published: Friday, 16 August 2019
  • Updated: 16 August 2019, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତକୁ ଅବମାନନା କରାଯାଇଛି। ଗତକାଲି ସ୍ୱାଧୀନତା ଦିବସ ଅବସରରେ ବିଜେଡି ମୁଖ୍ୟାଳୟରେ ନବୀନ ନିଜେ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ସେଠାରେ ଜାତୀୟ ସଙ୍ଗୀତ ବଦଳରେ ବିଜୁ ପଟ୍ଟନାୟକଙ୍କ ସ୍ତୁତିଗାନ କରାଯିବାକୁ ନେଇ ଏବେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗତକାଲି ସକାଳେ ସ୍ୱାଧୀନତା ଦିବସ ଅବସରରେ ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ସାଧାରଣତଃ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ପରେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯିବାର ପରମ୍ପରା ରହିଛି। କିନ୍ତୁ ଜାତୀୟ ପତକା ଉତ୍ତୋଳନ ହେବାମାତ୍ରେ ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀ ଓ ନେତାମାନେ ‘ବିଜୁବାବୁ ଅମର ରହେ, ବିଜୁ ଜନତା ଦଳ ଜିନ୍ଦାବାଦ’ ଆଦି ସ୍ଲୋଗାନ ଦେଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ କିଛି ସମୟ ଜାରି ରହିବା ପରେ କେହି ଜଣେ ସଚେତନ ଦଳୀୟ କର୍ମୀ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ବଡ଼ ପାଟିରେ ବାରମ୍ବାର ଅନୁରୋଧ କରିଥିଲେ। ତା’ପରେ ସେଠାରେ ଦଳୀୟ କର୍ମୀମାନେ ଜାତୀୟ ସଙ୍ଗୀତ ଗାଇଥିବାର ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସରେ ଜାତୀୟ ସଙ୍ଗୀତ ପ୍ରତି ଏଭଳି ଅପମାନ ସତ୍ତେ୍ୱ ବିଜେଡି ଏପର୍ଯ୍ୟନ୍ତ ଚୁପ୍ ରହିଛି। ଦଳୀୟ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ପାଇଁ ବିଜେଡି କ୍ଷମା ପ୍ରାର୍ଥନା କିମ୍ବା ଅନୁତାପ କରିବାକୁ ବି ଆଗ୍ରହ ଦେଖାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story