ରଞ୍ଜନ ଓ ସୁଦୀପ୍ତଙ୍କୁ ବିଜେପି ସାଂଗଠନିକ ନିର୍ବାଚନ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଚଳାଇଥିବା ବିଜେପି ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲଙ୍କୁ ଓଡ଼ିଶା ପାଇଁ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟଙ୍କୁ ସହ-ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ବିଜେପି ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ଏବେ ଦେଶବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଚଳାଇଛି। ଏହା ଅଗଷ୍ଟ ୨୦ତାରିଖରେ ଶେଷ ହେବ। ଏହାପରେ ଦଳ ପଞ୍ଚାୟତ, ବ୍ଲକ, ମଣ୍ଡଳ […]

BJP_Flag

BJP_Flag

Manoranjan Sial
  • Published: Wednesday, 14 August 2019
  • Updated: 14 August 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଚଳାଇଥିବା ବିଜେପି ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲଙ୍କୁ ଓଡ଼ିଶା ପାଇଁ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁଦୀପ୍ତ ରାୟଙ୍କୁ ସହ-ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

ବିଜେପି ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିମନ୍ତେ ଏବେ ଦେଶବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଚଳାଇଛି। ଏହା ଅଗଷ୍ଟ ୨୦ତାରିଖରେ ଶେଷ ହେବ। ଏହାପରେ ଦଳ ପଞ୍ଚାୟତ, ବ୍ଲକ, ମଣ୍ଡଳ ଓ ଜିଲ୍ଲାସ୍ତରରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବ। ଏସବୁ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ବିଜେପିର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଆଜି ଓଡ଼ିଶା ନିମନ୍ତେ ଶ୍ରୀ ପଟେଲ ଓ ଶ୍ରୀ ରାୟଙ୍କୁ ମନୋନୀତ କରିଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ନୂଆ ସଭାପତି ନିଯୁକ୍ତି ହୋଇନଥିବାରୁ ସେ ସେହି ଦାୟିତ୍ୱରେ ରହିବେ।

ଅନ୍ୟପକ୍ଷରେ ରାଜ୍ୟରେ କ୍ଷମତାସୀନ ବିଜେଡି ମଧ୍ୟ ଅକ୍ଟୋବର ୨ ତାରିଖରୁ ନିଜର ସଭ୍ୟ ସଂଗ୍ରହ ଅଭିଯାନ ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story