ଜଗଦ୍ଦେବଙ୍କ ଗୁଣ୍ଡାଗିରି: ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରାଯାଇଛି । ଫାଷ୍ଟ ଟ୍ରାକ କୋର୍ଟରେ ଘଟଣାର ତୁରନ୍ତ ଶୁଣାଣି ସହ ଦଳରୁ ମିଛ ନିଲମ୍ବନ ଓ ସତ ଆକ୍ରମଣ ବିରୋଧରେ ସତ୍ୟାଗ୍ରହ ହୋଇଛି । ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସିଧାସଳଖ ବିଜେଡିକୁ କାଠଗଡ଼ାକୁ […]

samir

samir

Ordigital Desk
  • Published: Monday, 14 March 2022
  • Updated: 14 March 2022, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରାଯାଇଛି । ଫାଷ୍ଟ ଟ୍ରାକ କୋର୍ଟରେ ଘଟଣାର ତୁରନ୍ତ ଶୁଣାଣି ସହ ଦଳରୁ ମିଛ ନିଲମ୍ବନ ଓ ସତ ଆକ୍ରମଣ ବିରୋଧରେ ସତ୍ୟାଗ୍ରହ ହୋଇଛି ।

ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସିଧାସଳଖ ବିଜେଡିକୁ କାଠଗଡ଼ାକୁ ଟାଣିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାବାସୀ ବିଜେଡିକୁ ଲୋକଙ୍କ ସେବା କରିବାକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ରାଜରାସ୍ତାରେ ଲୋକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ନୁହେଁ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ବିଜେଡି ଡିଣ୍ଡିମ ପିଟୁଛି । ବିଜେଡିର ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ଯାହାକି ଲୋକଲୋଚନକୁ ଆସିବାରେ ଲାଗିଛି ।

ବିଜେଡି ବିଧାୟକ ଜଣେ ଜନ ପ୍ରତିନିଧି ହୋଇ ଅମାନୁଷିକ କାଣ୍ଡ କରିଛନ୍ତି । ଲୋକଙ୍କୁ ଜୀବନରୁ ମାରିଦେବା ପାଇଁ କ’ଣ ତାଙ୍କୁ ଲୋକେ ନିର୍ବାଚିତ କରିଥିଲେ । ବିଧାୟକଙ୍କ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ । ଶ୍ରୀଜଗନ୍ନାଥଙ୍କ ମାଟିରେ ଏଭଳି ଅମାନୁଷିକ କାଣ୍ଡ ଓଡ଼ିଶା ଇତିହାସରେ ପ୍ରଥମ । ସାଢ଼େ ଚାରିକୋଟି ଓଡ଼ିଶାବାସୀ ବିଜେଡି ବିଧାୟକଙ୍କୁ କେବେ କ୍ଷମା ଦେବେନି । କ୍ଷମତାର ଅହଙ୍କାର ନିଶାରେ ଜର୍ଜରିତ ବିଜେଡିକୁ ଲୋକେ ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୨ତାରିଖରେ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାରୁ ପ୍ରାୟ ୨୭ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ଶ୍ରୀ ଜଗଦ୍ଦେବଙ୍କୁ ନିର୍ଧୂମ ପିଟିଥିଲେ । ଜଗଦେବ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story