ଜେଇଙ୍କୁ ଉଠବସ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ରାଜରାସ୍ତାରେ ସର୍ବସମ୍ମୁଖରେ ଉଠବସ୍ କରାଇବା ଘଟଣାକୁ ୧୪ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ବିଧାୟକଙ୍କୁ ଗିରଫ କରାନଯିବା ପ୍ରସଙ୍ଗରେ ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀବିରୋଧୀ ବୋଲି କହି ଟାର୍ଗେଟ୍ କରିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଧାୟକ ଶ୍ରୀ ମେହେର […]

lekhasri SAMANTSINHAR FINAL

lekhasri SAMANTSINHAR FINAL

Manoranjan Sial
  • Published: Thursday, 20 June 2019
  • Updated: 20 June 2019, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଇଞ୍ଜିନିୟରଙ୍କୁ ରାଜରାସ୍ତାରେ ସର୍ବସମ୍ମୁଖରେ ଉଠବସ୍ କରାଇବା ଘଟଣାକୁ ୧୪ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ବିଧାୟକଙ୍କୁ ଗିରଫ କରାନଯିବା ପ୍ରସଙ୍ଗରେ ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀବିରୋଧୀ ବୋଲି କହି ଟାର୍ଗେଟ୍ କରିଛି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଧାୟକ ଶ୍ରୀ ମେହେର ନିଜେ ସରକାରୀ ଜେଇ ଜୟକାନ୍ତ ଶବରଙ୍କୁ ଉଠବସ କରାଇଥିବା କଥା ମାନିସାରିଛନ୍ତି। ଏଥିସହ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ନିଜେ ତାଙ୍କ ରିପୋର୍ଟରେ ବିଧାୟକ ଦୋଷ ଦୋଷୀ ବୋଲି ତାଙ୍କ ରିପୋର୍ଟରେ ଲେଖିଛନ୍ତି। ଏହା ସତ୍ତେ୍ୱ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ। ଘଟଣାକୁ ୧୪ ଦିନ ବିତିଥିଲେ ବି ପୁଲିସ୍ କାହିଁକି ଚୁପ୍ ବସିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ଏ ଘଟଣାକୁ ଗୁରୁତର ଭାବେ ନନେଇ ନବନିର୍ବାଚିତ ବିଧାୟକଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଆଇନ ତା’ ବାଟରେ ଯିବ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଆଜି ନିଜ ଦଳର ନବନିର୍ବାଚିତ ବିଧାୟକଙ୍କ ଦୋଷ ଘୋଡ଼ାଇ କାହିଁକି ଚୁପ ବସିଛନ୍ତି? ଏଥିରୁ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆଦିବାସୀବିରୋଧୀ। ପୂର୍ବରୁ ଶାସକ ଦଳର ଅନେକ ନେତା ଆଦିବାସୀ, ଦଳିତ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର କରିବା ପରେ ଆଇନକୁ ବାଟବଣା କରିଛନ୍ତି। ଆଦିବାସୀ ଏବଂ ପଛୁଆ ବର୍ଗର ଲୋକମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ କ’ଣ ରାଜ୍ୟରେ ଲାଗୁ ହେଉନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶାସକ ଦଳର ବିଧାୟକ ଜଣେ ସରକାରୀ ଅଫିସରଙ୍କୁ ଅସମ୍ମାନ କରିବା ପରେ ବି ମୁଖ୍ୟମନ୍ତ୍ରୀ, ଗୃହ ବିଭାଗ ଏବଂ ପୁଲିସ୍ ପ୍ରଶାସନ ଚୁପ ରହିଛି। ସମୟ ଗଡ଼ାଇ ବିଧାୟକଙ୍କୁ ବେଲ୍ କରାଇ ଖସାଇଦେବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରାଯାଉ। ବିଧାୟକ ନିଜେ ଅପରାଧ ସ୍ୱୀକାର କରିଥିବାବେଳେ ପୁଲିସ ତୁରନ୍ତ ଆଇପିସିର ବିଭିନ୍ନ ଧାରା ଅନୁସାରେ ତାଙ୍କୁ ଗିରଫ କରୁ ବୋଲି ବିଜେପି ଦାବି କରୁଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story