ମଦ୍ୟପଙ୍କୁ ତାଗିଦ୍‌ କରିବାରୁ ...

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପ ବିଜେପି ମଣ୍ଡଳ ସଭାପତି କୈଳାସ ସାହୁଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ବିଳମ୍ୱିତ ରାତିରେ  ୫ରୁ୬ ଜଣ ଦୁର୍ବୃତ୍ତ କାଠ ଫାଳିଆ ସହ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।  ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ  କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସୂଚନାଅନୁସାରେ,କୈଳାସ ତାଙ୍କ ମଧୁବନ କେବିନି ମାର୍କେଟ୍‌ […]

paradip

paradip

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 09:47 AM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପ ବିଜେପି ମଣ୍ଡଳ ସଭାପତି କୈଳାସ ସାହୁଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ବିଳମ୍ୱିତ ରାତିରେ  ୫ରୁ୬ ଜଣ ଦୁର୍ବୃତ୍ତ କାଠ ଫାଳିଆ ସହ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।  ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ  କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ସୂଚନାଅନୁସାରେ,କୈଳାସ ତାଙ୍କ ମଧୁବନ କେବିନି ମାର୍କେଟ୍‌ ସ୍ଥିତ ଚାମ୍ୱରରେ ବସି ବିଳମ୍ୱିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରି ଘରକୁ ଯିବା ସମୟରେ କିଛି ଦୁର୍ବୃତ୍ତ ମଦ୍ୟପାନ କରି ଅଶ୍ଳୀଳ ଭାଷାରେ ସମସ୍ତଙ୍କୁ ଗାଲିଗୁଲଜ କରୁଥିଲେ। ଏନେଇ କୈଳାସ ପ୍ରତିବାଦ କରିବାରୁ  ଦୁର୍ବୃତ୍ତମାନେ ହଠାତ୍ ତାଙ୍କ ଉପରକୁ  ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story