PMAYରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):PMAYରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଆଟାକ୍। ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିଜେଡି ନେତା ଓ ସମର୍ଥକ ଫାଇଦା ମାରିଥିବା ବିଜେପି ଅଭିଯୋଗ ଆଣିଛି। ତେଲିଆ ମୁଣ୍ଡରେ ତେଲ ପରି ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବା ବେଲେ ଗରିବ କିନ୍ତୁ ଏଥିରୁ ବଂଚିତ ହୋଇଛନ୍ତି। ସରକାରୀ ତଦନ୍ତ ରିପୋର୍ଟରେ ବି ଆସିଛି ଏମତି ଅନିୟମିତତାର ତଥ୍ୟ । ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତାର ପ୍ରମାଣ ମାଗିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । ଆଜି ତଥ୍ୟ […]

43214

43214

Tapas Behera
  • Published: Sunday, 13 October 2019
  • Updated: 13 October 2019, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):PMAYରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଆଟାକ୍। ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବିଜେଡି ନେତା ଓ ସମର୍ଥକ ଫାଇଦା ମାରିଥିବା ବିଜେପି ଅଭିଯୋଗ ଆଣିଛି। ତେଲିଆ ମୁଣ୍ଡରେ ତେଲ ପରି ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବା ବେଲେ ଗରିବ କିନ୍ତୁ ଏଥିରୁ ବଂଚିତ ହୋଇଛନ୍ତି। ସରକାରୀ ତଦନ୍ତ ରିପୋର୍ଟରେ ବି ଆସିଛି ଏମତି ଅନିୟମିତତାର ତଥ୍ୟ ।

ପ୍ରଧାନମନ୍ତ୍ରୀ ଆବାସରେ ଅନିୟମିତତାର ପ୍ରମାଣ ମାଗିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । ଆଜି ତଥ୍ୟ ସହ ଯୋଜନାରେ ହେଉଥିବା ଦୁର୍ନୀତିର ପ୍ରମାଣ ଦେଇଛି ବିଜେପି।ତାହା ପୁଣି ଖୋଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମାହାଙ୍ଗାର ନୃତ୍ୟାଙ୍କ ପଞ୍ଚାୟତର ସାମ୍ବାଦିକ ସମ୍ମିଳନୀରେ ବିଜେପି ଦେଇଥିବା ଏ ତଥ୍ୟ ଉପରେ ନଜର ପକାନ୍ତୁ।  ଦଳର ଅଭିଯୋଗ, ଘର ପାଇଥିବା ହିତାଧିକାରୀ ତାଲିକାରେ ଥିବା ଏ ନାଁ ଭିତରେ ଅଛନ୍ତି ବିଜେଡି ନେତା ଓ ବଡବଡିଆ।  ୭ ନମ୍ବର ସିରିୟଲରେ ଥିବା ଅମିୟ କୁମାର ସାହୁ, ୧୦ ନମ୍ବରରେ ଥିବା ବିଶ୍ୱନାଥ ପଣ୍ଡା, ୧୩ ନମ୍ବରରେ ଥିବା ହରେକୃଷ୍ଣ ବାରିକ ଓ ୩୪ ନମ୍ବରରେ ଥିବା ତ୍ରିଲୋଚନ ସ୍ୱାଇଁଙ୍କ

କୋଠାଘର ଥାଇବି ସେମାନେ ଆବାସ ଯୋଜନାରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏମାନଙ୍କ ଭିତରୁ ତ୍ରିଲୋଚନ କଟକ ଜିଲ୍ଲା ବିଜେଡିର ପଦପଦବୀରେ ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏପଟେ ସେହି ଏକା ଗାଁର ଅମୀୟ ଜେନା, ବ୍ରଜକିଶୋର ଜେନା, ଅମୁଲ୍ୟ ଦାସ, ପରମାନନ୍ଦ ମହାପାତ୍ର ଓ ବାବାଜୀ ସାହୁଙ୍କ ପରି ଗରିବ ଲୋକ, ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ଘର ମିଳୁନି। ତେବେ କେବଳ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୫ ହଜାର ମାମଲାରେ ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ ଆଣିଥିବା ବେଳେ ଜବାବ୍ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story