ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

ଭୁବନେଶ୍ୱର: ଚାଷ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି।  ଆଜି ରାଜ୍ୟପାଳ ଏସ.ସି ଜମିରଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିଜେପି ବିଧାୟକ। ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ଠିକ୍  ସମୟରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ବୋଲି ଦଳ ଅଭିଯୋଗ କରିଛି। ଏଥିସହ ପ୍ରକୃତ ଚାଷୀ ନା ଭାଗ ଚାଷୀ, କିଏ କ୍ଷତିପୂରଣ ପାଉଛି, ସେନେଇ ମଧ୍ୟ ସନ୍ଦେହ ଦେଖାଦେଇଛି ବୋଲି ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।  ତେବେ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,- ଓଡ଼ିଶାର ଚାଷୀକୂଳ  ପ୍ରତି ଉଦବେଗ ପ୍ରକାଶ କରି ବିଧାନସଭାରେ ଓ ବିଧାନସଭା ବାହାରେ ବିଜେପି ସ୍ୱର ଉତ୍ତୋଳନକରି ଆସୁଛି। କିନ୍ତୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ପଦକ୍ଷେପ ନେଉ ନାହାଁନ୍ତି। ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ଠିକ୍  ସମୟରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି। ଚକଡ଼ା ପୋକ ହେଉ ବା ଅଦିନିଆ ବର୍ଷା ହେଉ ଏଭଳି ବିଭିନ୍ନ କାରଣରୁ ଚାଷୀ ଆତ୍ମହତ୍ୟା କରୁଛି। କିନ୍ତୁ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରୁ ନାହାଁନ୍ତି।

Ordigital Desk
• Published: Tuesday, 12 December 2017
• Updated: 12 December 2017, 02:51 PM IST

Sports

Latest News

ଭୁବନେଶ୍ୱର: ଚାଷ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି।  ଆଜି ରାଜ୍ୟପାଳ ଏସ.ସି ଜମିରଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିଜେପି ବିଧାୟକ। ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ଠିକ୍  ସମୟରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ବୋଲି ଦଳ ଅଭିଯୋଗ କରିଛି। ଏଥିସହ ପ୍ରକୃତ ଚାଷୀ ନା ଭାଗ ଚାଷୀ, କିଏ କ୍ଷତିପୂରଣ ପାଉଛି, ସେନେଇ ମଧ୍ୟ ସନ୍ଦେହ ଦେଖାଦେଇଛି ବୋଲି ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।  ତେବେ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,- ଓଡ଼ିଶାର ଚାଷୀକୂଳ  ପ୍ରତି ଉଦବେଗ ପ୍ରକାଶ କରି ବିଧାନସଭାରେ ଓ ବିଧାନସଭା ବାହାରେ ବିଜେପି ସ୍ୱର ଉତ୍ତୋଳନକରି ଆସୁଛି। କିନ୍ତୁ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ପଦକ୍ଷେପ ନେଉ ନାହାଁନ୍ତି। ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତିରେ ସମ୍ମୁଖୀନ ହୋଇଥିଲେ ମଧ୍ୟ ଠିକ୍  ସମୟରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନି। ଚକଡ଼ା ପୋକ ହେଉ ବା ଅଦିନିଆ ବର୍ଷା ହେଉ ଏଭଳି ବିଭିନ୍ନ କାରଣରୁ ଚାଷୀ ଆତ୍ମହତ୍ୟା କରୁଛି। କିନ୍ତୁ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରୁ ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos