ଥାଇଲାଣ୍ଡ ଓ ଓମାନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାମ କରିବା ପାଇଁ ଯାଇ ଥାଇଲାଣ୍ଡ ଓ ଓମାନରେ ଫସିଛନ୍ତି ଓଡ଼ିଆ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଥାଇଲାଣ୍ଡ ଓ ଓମାନରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅନ୍ତର୍ଗତ ହାଟବାଣପୁର ଗାଁର କୃପାସିନ୍ଧୁ ଦାସଙ୍କ ପୁଅ ମାନସ ରଞ୍ଜନ ଦାସ ଗତ ଅକ୍ଟୋବର ୯ ତାରିଖରେ କୋଲକାତାରୁ ବିମାନରେ ଥାଇଲାଣ୍ଡ ଯାଇଥିଲେ। ସେଠାରୁ ସେ ଅକ୍ଟୋବର ୧୦ ତାରିଖରେ ମାଲେସିଆ ଯିବେ […]

baijayant-panda

baijayant-panda

Manoranjan Sial
  • Published: Tuesday, 22 November 2022
  • Updated: 22 November 2022, 07:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାମ କରିବା ପାଇଁ ଯାଇ ଥାଇଲାଣ୍ଡ ଓ ଓମାନରେ ଫସିଛନ୍ତି ଓଡ଼ିଆ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଥାଇଲାଣ୍ଡ ଓ ଓମାନରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅନ୍ତର୍ଗତ ହାଟବାଣପୁର ଗାଁର କୃପାସିନ୍ଧୁ ଦାସଙ୍କ ପୁଅ ମାନସ ରଞ୍ଜନ ଦାସ ଗତ ଅକ୍ଟୋବର ୯ ତାରିଖରେ କୋଲକାତାରୁ ବିମାନରେ ଥାଇଲାଣ୍ଡ ଯାଇଥିଲେ। ସେଠାରୁ ସେ ଅକ୍ଟୋବର ୧୦ ତାରିଖରେ ମାଲେସିଆ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେହି ଦିନଠାରୁ ମାନସଙ୍କର କୌଣସି ଖୋଜ ଖବର ମିଳୁନାହିଁ।

ସେହିପରି ପଟ୍ଟାମୁଣ୍ଡାଇ ଥାନା ଅଳଭା ଗାଁର ଦୁଃଶାସନ ପାତ୍ରଙ୍କ ପୁଅ ରବୀନ୍ଦ୍ର କୁମାର ପାତ୍ର ଓ ରାଜନଗର ଥାନା ଗୁପ୍ତି ଗ୍ରାମର ବୀରକିଶୋର ମଲ୍ଲିକଙ୍କ ପୁଅ ମିଥୁନ୍‌ କୁମାର ମଲ୍ଲିକ ୨୦୨୨ ମସିହା ଫେବ୍ରୁଆରୀରେ ଓମାନରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଗତ ଦୁଇ ମାସ ହେଲା ସେମାନଙ୍କୁ ଦରମା ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କ ପାସ୍‌ପୋର୍ଟକୁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ନେଇଯାଇଥିବା ପରିବାର ଲୋକେ କହିଛନ୍ତି। ଯେଉଁଥିପାଇଁ ସେମାନେ ଘରକୁ ଫେରି ପାରୁନାହାନ୍ତି।

ଉପାୟଶୂନ୍ୟ ହୋଇ ପରିବାର ଲୋକ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ଉଭୟ ଦେଶର ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story