ହାରିବା ଭୟରେ ମିଛର ଆଶ୍ରୟ ନେଉଛି ବିଜେଡି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ରାଜ୍ୟର ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି କେନ୍ଦ୍ରଗୁଡ଼ିକରେ ନଗଦ ଟଙ୍କା ଠୁଳ କରାଯାଉଛି ବୋଲି ବିଜେଡି ପକ୍ଷରୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ନେତାମାନେ ଏବେ ହାରିଯିବା ଭୟରେ ମିଛର ଆଶ୍ରୟ ନେଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ […]

golak_mohapatra_bjp final

golak_mohapatra_bjp final

Manoranjan Sial
  • Published: Thursday, 14 March 2019
  • Updated: 15 March 2019, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ରାଜ୍ୟର ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି କେନ୍ଦ୍ରଗୁଡ଼ିକରେ ନଗଦ ଟଙ୍କା ଠୁଳ କରାଯାଉଛି ବୋଲି ବିଜେଡି ପକ୍ଷରୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରାଯିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ନେତାମାନେ ଏବେ ହାରିଯିବା ଭୟରେ ମିଛର ଆଶ୍ରୟ ନେଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ ଟଙ୍କା ପ୍ରଲୋଭନ ଦେଉଥିବାର ପ୍ରମାଣ ମିଳିଯାଇଥିବାରୁ ବିଜେଡି ଏପରି ଅଭିଯୋଗ କରୁଛି। ବିନା ପ୍ରମାଣରେ ଏଭଳି ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ପାଲଟିଛି। ପେଟ୍ରୋଲ୍ ଟାଙ୍କିରେ ଟଙ୍କା ରହିଛି ବୋଲି ବିଜେଡି ଯେଉଁ ଅଭିଯୋଗ କରିଛି ତାହା ସମ୍ପୂଣ୍ଣ ର୍ ଅବାସ୍ତବ ଓ ମିଥ୍ୟା। ବିଜେଡିର ଏହିପରି ଅଭିଯୋଗ ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ସାଲେପୁରରେ ବିଜେଡିକୁ ଭୋଟଦେଲେ ପଞ୍ଚାୟତ ପିଛା ୩୫ ଲକ୍ଷ ଓ ବୁଥ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରିଛନ୍ତି। ରାଜ୍ୟରେ ବିଜେଡି ଆସନ୍ନ ପରାଜୟରେ ଭୟଭୀତ ହୋଇ ଭୋଟରଙ୍କୁ ଏଭଳି ଲାଞ୍ଚ ଯାଚିବାର ଅପଚେଷ୍ଟା କରୁଥିବାରୁ ରାଜ୍ୟର ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବ। ଓଡ଼ିଶା ବଡ଼ ପରିବର୍ତ୍ତନ ଆଡ଼େ ମୁହାଁଇଲାଣି । ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଂଜିନ୍ ଲଗାଇବା ପାଇଁ ରାଜ୍ୟବାସୀ ପ୍ରସ୍ତୁତ ହୋଇଗଲେଣି। ଓଡ଼ିଶାରେ ପରିବର୍ତ୍ତନର ହାୱା ଦେଖି ଶାସକ ବିଜେଡି ଦଳ ଭୟଭୀତ ହୋଇ ଏପରି କାମ କରୁଛି। ଏହାକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନେବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story