ଅଣ୍ଡା ମାଡ଼ ପ୍ରତିବାଦରେ ଆଜି ବିଜେପିର ମୌନବ୍ରତ

ଭୁବନେଶ୍ୱର: ଆଜି ବିଜେପି ମୌନ ପ୍ରତିବାଦ ପାଳନ କରୁଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଧାମୋହନ ସିଂଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ଘଟଣା ପ୍ରତିବାଦରେ ବିଜେପି ଏଭଳି ପନ୍ଥା ଆପଣାଇଛି।  ଆଜି ରାଜ୍ୟର ସବୁ ଜିଲ୍ଲା ପରିଷଦ ଜୋନ୍ ଓ ପୌରାଞ୍ଚଳରେ ମୌନ ପ୍ରତିବାଦ ଜଣାଇବେ ଦଳୀୟ ନେତା ଓ କର୍ମୀ।

ସେହିଭଳି କାମାକ୍ଷାନଗର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ମଧ୍ୟ ମୌନ ପ୍ରତିବାଦ କରାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଗତକାଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ

ସୁସ୍ଥ ହେଲେ ୧୪୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ଏହି ୪ ହସ୍ପିଟାଲରେ ମିଳିବ ଚିକିତ୍ସା

ବାହାଘରକୁ ଯାଉଥିଲେ ପତି-ପତ୍ନୀ, ଅଧାବାଟରେ ଟାଣିନେଇଗଲା ମୃତ୍ୟୁର ଶିକୁଳି

ବଡ଼ ନାଁରେ ପରମିଶନ ଆଣି ବେଦୀରେ ସାନ ଝିଅ, ପହଞ୍ଚିଲା ପୁଲିସ, ଆଉ ତାପରେ…

ମୋବାଇଲ ପାଇଁ ବଡ଼ଭଉଣୀ ଉପରେ ରାଗି ଆତ୍ମହତ୍ୟା କଲା ସାନ ଭାଇ!

ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ଏହି ଲଡ଼ୁ

ଅଧା ରାସ୍ତାରେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଲିଗଲା ୩ ଜୀବନ

ପୌର ପରିଷଦ ଅଫିସ ସିଲ୍

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡ଼ିରୁ ମିଳିଲା ୧୧ ଲକ୍ଷ

ରାଜଧାନୀରୁ ୧୩ ପଜିଟିଭ ଚିହ୍ନଟ

ସିଲ୍ ହେଲା ଘରୋଇ ହସ୍ପିଟାଲ

‘ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ଭୂମିକା ଗୁରୁତ୍ୱପୂର୍ଣ୍ଣ’