ବିଧାନସଭାରେ ଚାଷ ଓ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଚାଷ ଓ ଚାଷୀ ସମସ୍ୟାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକ ପରେ ଦଳର ବିଧାୟକ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟସରକାରଙ୍କ ଅପରାଗତା ଯୋଗୁଁ ଚାଷୀ ଧାନର ଉଚିତ୍ ମୂଲ୍ୟ ପାଉନାହିଁ। ମଣ୍ଡି ଅବ୍ୟବସ୍ଥା, କଟନି ଛଟନି ଆଳରେ କ୍ୱିଣ୍ଟାଲ ପ୍ରତି ୫/୭ କିଲୋ ଧାନକାଟିବା , ଚାଷୀଙ୍କଠୁ ୧୭୫୦ ଟଙ୍କା […]

pradeep

pradeep

Manoranjan Sial
  • Published: Monday, 04 February 2019
  • Updated: 04 February 2019, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ଚାଷ ଓ ଚାଷୀ ସମସ୍ୟାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକ ପରେ ଦଳର ବିଧାୟକ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟସରକାରଙ୍କ ଅପରାଗତା ଯୋଗୁଁ ଚାଷୀ ଧାନର ଉଚିତ୍ ମୂଲ୍ୟ ପାଉନାହିଁ। ମଣ୍ଡି ଅବ୍ୟବସ୍ଥା, କଟନି ଛଟନି ଆଳରେ କ୍ୱିଣ୍ଟାଲ ପ୍ରତି ୫/୭ କିଲୋ ଧାନକାଟିବା , ଚାଷୀଙ୍କଠୁ ୧୭୫୦ ଟଙ୍କା ଏମଏସପିରେ ଧାନ ନକିଣିବା ଆଦିକୁ ମୁଖ୍ୟ ପ୍ରସଙ୍ଗ କରାଯିବ।

ଏହାବ୍ୟତୀତ ମହିଳା ଅତ୍ୟାଚାର, ପିସି କାରବାର ବ୍ୟାପକ ହେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଥ୍ୟା ତଥ୍ୟ ରଖିବା, ୩୦୦ କୋଟି ଟଙ୍କାର ଚିଟଫଣ୍ଡ୍ କର୍ପସ ଫଣ୍ଡର ଘୋଟାଲା, ପାନୀୟ ଜଳ ସମସ୍ୟା, ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା, ଡିଏମଏଫର ସଠିକ୍ ବିନିଯୋଗ ନହେବା, ବେକାରୀ ସମସ୍ୟା ସମେତ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି। ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ଦୁର୍ଯ୍ୟୋଧନ ମାଝୀ, ଗୋବିନ୍ଦ ଦାସ, ନୀତୀଶ ଗଙ୍ଗଦେବ ଓ ରାଧାରଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story