ମହାନଦୀ ବିବାଦ: ବିଜେପି ଆଣିବ ଶ୍ୱେତପତ୍ର

ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ବିଜେଡି ଆନ୍ଦୋଳନ ଜାରି ରଖିଥିବା ବେଳେ ବିଜେପି ଭିନ୍ନ ରଣନୀତି ଆପଣେଇଛି। ମହାନଦୀକୁ ନେଇ ଦଳ ଶ୍ୱେତପତ୍ର ପ୍ରକାଶ କରିବ ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ଜଏଣ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ଉପରେ ଶ୍ରୀ ପ୍ରଧାନ ବର୍ଷିଛନ୍ତି। କମିଟି ଗଠନ ନହେଲେ ମହାନଦୀ ଦାବି କେଉଁଠି ଉଠାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀଦଳ ନେତା ନରସିଂହ […]

dharmendra

dharmendra

Rakesh Mallick
  • Published: Friday, 05 August 2016
  • Updated: 05 August 2016, 08:14 PM IST

Sports

Latest News

dharmendraଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ବିଜେଡି ଆନ୍ଦୋଳନ ଜାରି ରଖିଥିବା ବେଳେ ବିଜେପି ଭିନ୍ନ ରଣନୀତି ଆପଣେଇଛି। ମହାନଦୀକୁ ନେଇ ଦଳ ଶ୍ୱେତପତ୍ର ପ୍ରକାଶ କରିବ ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।

ଜଏଣ୍ଟ ମ୍ୟାନେଜ୍‌ମେଣ୍ଟ କମିଟି ଗଠନ ନେଇ ରାଜ୍ୟ ସରକାରଙ୍କ ଉପରେ ଶ୍ରୀ ପ୍ରଧାନ ବର୍ଷିଛନ୍ତି। କମିଟି ଗଠନ ନହେଲେ ମହାନଦୀ ଦାବି କେଉଁଠି ଉଠାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀଦଳ ନେତା ନରସିଂହ ମିଶ୍ର ଡାକିଥିବା ସର୍ବଦଳୀୟ ବୈଠକକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ମହାନଦୀ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଓଡ଼ିଶାର ସ୍ୱାର୍ଥକୁ ବ୍ୟାହତ କରାଯିବ ନାହିଁ”।

ଶ୍ୱେତପତ୍ରରେ ମହାନଦୀର ଜଳ ପରିଚାଳନା, ୧୯୮୩ରେ ହୋଇଥିବା ଚୁକ୍ତି ଏବଂ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଜଳ ଆବଣ୍ଟନର ବିସ୍ତୃତ ତଥ୍ୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story