ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି: ଆନ୍ଦୋଳନ ଧମକ ଦେଲା ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏକଛତ୍ରବାଦୀ ଭଳି ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତିା ଏଭଳି ମନମୁଖୀ କାର୍ଯ୍ୟକଳାପକୁ ବିଜେପି ତୀବ୍ର ନିନ୍ଦା କରୁଛି। ରାଜ୍ୟ ସରକାର ତୁରନ୍ତ ନିଜର ଏହି ନିଷ୍ପତ୍ତିର ପୁର୍ନବିଚାର ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, […]

tankadhara

tankadhara

Manoranjan Sial
  • Published: Friday, 23 August 2019
  • Updated: 23 August 2019, 07:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏକଛତ୍ରବାଦୀ ଭଳି ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତିା ଏଭଳି ମନମୁଖୀ କାର୍ଯ୍ୟକଳାପକୁ ବିଜେପି ତୀବ୍ର ନିନ୍ଦା କରୁଛି। ରାଜ୍ୟ ସରକାର ତୁରନ୍ତ ନିଜର ଏହି ନିଷ୍ପତ୍ତିର ପୁର୍ନବିଚାର ନକଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ପ୍ରଥମ ଅନୁଭବ କଲେଜରେ ପାଇଥାନ୍ତି। ଆଉ ସେଭଳି ଜାଗାରେ ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ଜାଣିଶୁଣି ବାତିଲ କରି ଯୁବ ନେତୃତ୍ୱକୁ ଏବଂ ଛାତ୍ର ନେତୃତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାର ଅପଚେଷ୍ଟା କରୁଛନ୍ତି। ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ର ସଂସଦ ନିର୍ବାଚନରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଛନ୍ତିା

ଭାରତୀୟ ସମ୍ବିଧାନରେ ଯୁବକ ଯୁବତୀ ମାନଙ୍କର ଭୋଟ୍ ଦେବାର ଅଧିକାର ରହିଛି। ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସମଗ୍ର ଛାତ୍ର ଓ ଯୁବ ସମାଜ ନିନ୍ଦା କରିବା ସହ ଦୃଢ ବିରୋଧ କରୁଛି। ଶିକ୍ଷାର ବିକାଶରେ ବାଧକ ସାଜିଥିବା ରାଜ୍ୟ ସରକାର ବିରୋଧରେ ଏବଂ ବିଭିନ୍ନ ସମସ୍ୟା ବିରୋଧରେ ଛାତ୍ରଛାତ୍ରୀ ଏବଂ ଯୁବକ ଓ ଯୁବତୀ ମାନେ ସୋଶାଲ ମିଡିଆରେ ନିଜର ବକ୍ତବ୍ୟ ରଖୁଛନ୍ତି। ରାଜ୍ୟରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଏବେ ସମସ୍ୟାଘେରରେ। ଏହି ସମସ୍ୟାଗୁଡ଼ିକୁ ଛାତ୍ରଛାତ୍ରୀମାନେ ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଉପସ୍ଥାପନ କରିଥାନ୍ତି। କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଛାତ୍ରସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ସଙ୍କୁଚିତ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଯଦି ରାଜ୍ୟସରକାର ତୁରନ୍ତ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି ଆଗାମୀ ଦିନରେ ଛାତ୍ର ସମାଜର ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟର ହଜାର ହଜାର ଯୁବକଯୁବତୀ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତିା ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ବଡ଼ଜେନା ଓ ସମ୍ପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story