ମାସ୍କ ଦର କାହିଁକି ବଢ଼ିଲା, ବିଜେଡି ଦେଲା ସଫେଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସ୍କ କେଳେଙ୍କାରୀକୁ ନେଇ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିଛନ୍ତି। କିନ୍ତୁ ଏହି ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ବିଜେଡିର ରାଜ୍ୟସଭା ସାଂସଦ ଓ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ମାସ୍କ ଦର କାହିଁକି ବଢ଼ିଲା, ସେ ନେଇ ସଫେଇ ଦେଛନ୍ତି। ସେ କହିଛନ୍ତି, ଲକଡାଉନ୍ ଯୋଗୁ ଉତ୍ପାଦନ ଦର ବଢ଼ିଥିବାରୁ ମାସ୍କ ଦାମ ବଢ଼ିଲା। ଉତ୍ପାଦନ ଦାମ ବଢିବାରୁ ଆମକୁ ୧୦ […]

Untitled-1

Untitled-1

Ranjit Kumar Jena
  • Published: Thursday, 11 June 2020
  • Updated: 11 June 2020, 09:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାସ୍କ କେଳେଙ୍କାରୀକୁ ନେଇ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଘେରିଛନ୍ତି। କିନ୍ତୁ ଏହି ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ବିଜେଡିର ରାଜ୍ୟସଭା ସାଂସଦ ଓ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ମାସ୍କ ଦର କାହିଁକି ବଢ଼ିଲା, ସେ ନେଇ ସଫେଇ ଦେଛନ୍ତି। ସେ କହିଛନ୍ତି, ଲକଡାଉନ୍ ଯୋଗୁ ଉତ୍ପାଦନ ଦର ବଢ଼ିଥିବାରୁ ମାସ୍କ ଦାମ ବଢ଼ିଲା।

ଉତ୍ପାଦନ ଦାମ ବଢିବାରୁ ଆମକୁ ୧୦ ଟଙ୍କାର ମାସ୍କ ୧୬ ଟଙ୍କାରେ କିଣିବାକୁ ପଡ଼ିଥିଲା। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ମଧ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଛନ୍ତି। ଯେପରିକି ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସା ନେଇ ମାସ୍କ କିଣିଛନ୍ତି ବୋଲି ସାଂସଦ କହିଛନ୍ତି। ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବରଂ ସ୍ୱଚ୍ଛତାର ସହ ମାସ୍କ କିଣାଯାଇଛି।

ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା ବୋଲି ବିଜେଡି କହିଛି। ସ୍ୱାସ୍ଥ୍ୟ ବିଭାଗର ଟେକ୍ନିକାଲ କମିଟି ୫କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ ଡାଉନ୍ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା। ପ୍ରଥମେ କେନ୍ଦ୍ର ସରକାର ଗୋଟିଏ ମାସ୍କ ଗୋଟିକୁ ୧୦ ଟଙ୍କା ଧାର୍ଯ୍ୟ କରିଥିଲେ। ତେବେ ୧୦ ଟଙ୍କାରେ ଦେବାକୁ କେହି ରାଜି ନହେବାରୁ ଏହାକୁ ୧୬ ଟଙ୍କା କରାଯାଇଥିଲା।

କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନି ଓଡ଼ିଶା ବୋଲି କହିଛି ବିଜେଡି। ଯଦି ଓଡ଼ିଶାକୁ ତୁରନ୍ତ ମାସ୍କ ଆସିନଥାନ୍ତା ତାହେଲେ ମୃତ୍ୟୁହାର ବଢ଼ିଯାଇଥାନ୍ତା। ତେବେ ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି, ତାହା ଦୁର୍ଭାଗ୍ୟଜନକ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ଅନ୍ୟପଟେ ଏହି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଏବେ ଲୋକାୟୁକ୍ତଙ୍କ ପାଖକୁ ଯିବ ବୋଲି କହିଛି। ସେପଟେ ଭୁଲ୍ ତଥ୍ୟ ଦେଇ ସରକାର ଲୋକଙ୍କୁ ଭଣ୍ଡାଉଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story