ରାତି ଅଧରେ ବିସ୍ଫୋରଣ; ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ଓଡିଶା-ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ କରି ଟ୍ରେନ ଲାଇନ ଉଡ଼ାଇ ଦେଲେ ମାଓବାଦୀ । ବିସ୍ଫୋରଣରେ ୨ରୁ ଅଢେଇ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଯୋଗୁଁ ମୁମ୍ବାଇ-ହାୱଡ଼ା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ବହୁ ଟ୍ରେନ୍‌ ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଖବରପାଇ ଘଟଣାସ୍ଥଳରେ […]

blast area

blast area

Niharika Rout
  • Published: Monday, 26 April 2021
  • Updated: 26 April 2021, 09:41 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):  ଓଡିଶା-ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ କରି ଟ୍ରେନ ଲାଇନ ଉଡ଼ାଇ ଦେଲେ ମାଓବାଦୀ । ବିସ୍ଫୋରଣରେ ୨ରୁ ଅଢେଇ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ଛିନ୍‌ଛତ୍ର ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଯୋଗୁଁ ମୁମ୍ବାଇ-ହାୱଡ଼ା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ବହୁ ଟ୍ରେନ୍‌ ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ଖବରପାଇ ଘଟଣାସ୍ଥଳରେ RPF , ଝାରଖଣ୍ଡ ପୁଲିସ୍‌, CRPF ଯବାନ ପହଞ୍ଚି ଆଖପାଖ ଜଙ୍ଗଲ ଏରିଆରେ କୁମ୍ବିଙ୍ଗ ଅପରେସନ ଜାରି ରଖିଛନ୍ତି । ଏବେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବାରୁ ରାଉରକେଲା ରେଳ ଷ୍ଟେସନରେ କିଛି ଟ୍ରେନ ଅଟକି ରହିଛି । ରେଳ ଲାଇନର ମରାମତି ଯୁଦ୍ଧ କାଳୀନ ଭିତ୍ତି ରେ ଚାଲୁ ରହିଛି।

[caption id="attachment_638711" align="aligncenter" width="650"]Blast ବିସ୍ଫୋରଣ ଅଞ୍ଚଳରେ ମରାମତି ଚାଲିଛି।[/caption]

ଟ୍ରେନ୍‌ ଲାଇନ୍‌ରେ ଶକ୍ତିଶାଳି ବିସ୍ଫୋରଣ ଯୋଗୁ ପ୍ରଭୂତ କ୍ଷୟକ୍ଷତି ଘଟିଛି। ଅନ୍ୟ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ପାଇଁ ଚେଷ୍ଟା କରାଯାଉଛି। । ଝାଡ଼ଖଣ୍ଡ ପୁଲିସ୍‌, ଆରପିଏଫ ପକ୍ଷରୁ ଘଟଣାସ୍ଥଳକୁ କଡର୍ନ କରି ସର୍ଚ୍ଚ ଅପରେସେନ ଆରମ୍ଭ ହୋଇଯାଇଛି। ରେଳ ଲାଇନ୍‌ ମରାମତି ପାଇଁ ଚେଷ୍ଟା କରାଯାଉଛି। ବହୁ ଟ୍ରେନ୍ ଉଭୟ ପାର୍ଶ୍ୱରେ ଅଟକି ରହିଛି।

ସୂଚନାଯୋଗ୍ୟ, ଛତିଶଗଡ଼ ବସ୍ତରରେ ଚାଲିଥିବା ପୁଲିସ୍‌ ଅପରେସନ ବିରୋଧରେ ଓ କିଷାନ ଆନ୍ଦୋଳନକୁ ସମର୍ଥନ କରି ନକ୍ସଲମାନେ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ତେଣୁ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଥିବା ବେଳେ ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟି କରି ନାହାନ୍ତି।  କ୍ଷତିଗ୍ରସ୍ତ ହୋଇଥିବା ଟ୍ରେନ୍‌ ଲାଇନ୍‌ ଆଖପାଖ ଅଞ୍ଚଳକୁ ସିଜ୍‌ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଏନେଇ ରେଳବାଇ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story