ଇସ୍ତଫା ଦେଲେ ବ୍ଲକ ବିଜେଡି ସଭାପତି, କହିଲେ- ଅନ୍ୟ ଦଳରୁ ଆସି ରାଜୁତି କରୁଛନ୍ତି ନେତା

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଜଣେ ପରେ ଜଣେ ନେତା ଦଳ ବଦଳ କରୁଛନ୍ତି। ପ୍ରଥମେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା, ନିଜର ସମର୍ଥକଙ୍କ ଶଙ୍ଖ ଫୁଙ୍କିବାକୁ ଆସିଲେ। ଏହାକୁ କିନ୍ତୁ ସ୍ଥାନୀୟ ଶଙ୍ଖ ଦଳିଆ ଠିକ୍‌ଭାବେ ଗ୍ରହଣ କରିପାରିଲେ ନାହିଁ। ଦଳ ଭିତରେ ଅସନ୍ତୋଷ ଦେଖାଥିଲା। ପରେ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ସେମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ମାତ୍ର ଏଥିରେ […]

Snapshot - 95

Snapshot - 95

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 05:15 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଜଣେ ପରେ ଜଣେ ନେତା ଦଳ ବଦଳ କରୁଛନ୍ତି। ପ୍ରଥମେ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା, ନିଜର ସମର୍ଥକଙ୍କ ଶଙ୍ଖ ଫୁଙ୍କିବାକୁ ଆସିଲେ। ଏହାକୁ କିନ୍ତୁ ସ୍ଥାନୀୟ ଶଙ୍ଖ ଦଳିଆ ଠିକ୍‌ଭାବେ ଗ୍ରହଣ କରିପାରିଲେ ନାହିଁ। ଦଳ ଭିତରେ ଅସନ୍ତୋଷ ଦେଖାଥିଲା। ପରେ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ସେମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ମାତ୍ର ଏଥିରେ ଅତିଷ୍ଠ ହୋଇ ଅଶୋକ ପାଣିଗ୍ରାହୀ ଶଙ୍ଖ ଛାଡ଼ି ପଦ୍ମ ପୋଖରୀ ପହଁରିବା ପାଇଁ ଚାଲିଗଲେ। ଅଶୋକ ପଦ୍ମ ପୋଖରୀକୁ ଗଲା ପରେ ସେଠାରେ ଅସନ୍ତୋଷ ଗୁଞ୍ଜରିତ ହୋଇଥିଲା। ପଦ୍ମ ଦଳୀଆଙ୍କ ଜିଲ୍ଲା ସଭାପତି ନାରାୟଣ ସାହୁ ଶଙ୍ଖ ଫୁଙ୍ଖି ଫୁଙ୍କିବାକୁ ଚାଲିଗଲେ। ତେବେ ଶଙ୍ଖଦଳରେ ହାତ ଦଳିଆଙ୍କ ପ୍ରଭାବ ବଢ଼ୁଥିବାରୁ ନିଜକୁ ଅସୁକ୍ଷିତ ମନେକରି ରାଧେଶ୍ୟାମ ମହାପାତ୍ର ଆଜି ବିଜେପୁର ବ୍ଲକ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ଡିସେମ୍ୱରରେ ହୋଇପାରେ ବିଜେପୁର ଉପ-ନିର୍ବାଚନ। ଏହା ପୂର୍ବରୁ ରୀତା ସାହୁ ବିଜେଡି ସାମିଲ ହେବା ପରେ ଦଳ ତରଫରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହାକୁ ବିଜେପୁର ବ୍ଲକ ବିଜେଡି ସଭାପତି ରାଧାଶ୍ୟାମ ମହାପାତ୍ର ବିରୋଧ କରିଥିଲେ। ପରେ ତାଙ୍କୁ ଦଳ ତରଫରୁ ମନା ଯାଇଥିଲା। କିଛି ଦିନର ନିରବତା ପରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଧେଶ୍ୟାମ। କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା କର୍ମୀମାନଙ୍କ ରାଜ ଚାଲିଥିବାରୁ, ଏଥିରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ରାଧାଶ୍ୟମ କହିଛନ୍ତି। ତେବେ ଦଳୀୟ କର୍ମୀଙ୍କ ସହିତ ଆଲୋଚନା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ବିଜେପୁରରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ କରାଯାଉଛି। ଏହା ପୂର୍ବରୁ ବିଜେପୁର ବ୍ଲକ ବିଜେଡି ସଭାପତିଙ୍କ ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚା ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story