ଝାମୁ ଯାତ୍ରା ଦେଖିବାକୁ ଯାଇଥିଲେ, ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ଅନୁଗୋଳ(ଓଡ଼ିଶା ରିପୋର୍ଟର):  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାଗର ପ୍ରଧାନ। ତାଙ୍କ ଘର ଦୁର୍ଗାପୁର ଗାଁରେ। ଘଟଣା ପରେ ଅଭିଯୁକ୍ତ ଗୋବିନ୍ଦ ପ୍ରଧାନ ଫେରାର ଥିବା ଜଣାଯାଇଛି। ସାଗର ଝାମୁ ଯାତ୍ରା ଦେଖି ଆସି ଗାଁ ମଣ୍ଡପରେ ଶୋଇଥିଲେ। ଏହି ସମୟରେ ସେହି ଗାଁର ଗୋବିନ୍ଦ ସାଗରଙ୍କୁ ଏକ […]

murder

murder

Tapaswini Nayak
  • Published: Friday, 15 April 2022
  • Updated: 15 April 2022, 10:07 AM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର):  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାଗର ପ୍ରଧାନ। ତାଙ୍କ ଘର ଦୁର୍ଗାପୁର ଗାଁରେ। ଘଟଣା ପରେ ଅଭିଯୁକ୍ତ ଗୋବିନ୍ଦ ପ୍ରଧାନ ଫେରାର ଥିବା ଜଣାଯାଇଛି।

ସାଗର ଝାମୁ ଯାତ୍ରା ଦେଖି ଆସି ଗାଁ ମଣ୍ଡପରେ ଶୋଇଥିଲେ। ଏହି ସମୟରେ ସେହି ଗାଁର ଗୋବିନ୍ଦ ସାଗରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ସାଗରଙ୍କ ମୃତଦେହ ଗାଁ ପିଣ୍ଡି ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଜମିବାଡ଼ିକୁ କେନ୍ଦ୍ର କରି ଗୋବିନ୍ଦ ଓ ସାଗରଙ୍କ ମଧ୍ୟରେ  ଗଣ୍ଡଗୋଳ ଲାଗି ରହିଥିଲା। ଗୋବିନ୍ଦ ପ୍ରତିଶୋଧ ପରାୟଣ  ହୋଇ ଥିଲା। ଗାଁ ମଣ୍ଡପରେ ସାଗର ଶୋଇଥିବା ଦେଖି ଗୋବିନ୍ଦ ତାଙ୍କୁ ହତ୍ୟା କରିଥବା ପୁଲିସ ପକ୍ଷରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story