କୂଅ ଭିତରେ ବାରହା

<p>ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲହମଣି ଗାଁରେ ଏକ ପରିତ୍ୟକ୍ତ କୂଅରେ ୩ଟି ବାରହା ପଡ଼ିଯାଥିଲେ। ଏହା ଜଣାପଡିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାରହାମାନଙ୍କୁ ଉଦ୍ଧାର କରିବାକୁ ଲାଗି ପଡିଥିଲେ। ଶେଷରେ ଜେସିବି ମେସିନ ଲଗାଯାଇ ସମସ୍ତ ବାରହାଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା।</p> <p>ଉଦ୍ଧାର ପରେ ବାରହାମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଇଛି। ଖାଦ୍ୟ ଅନ୍ୱେଷଣରେ ଆସି ବାରହାମାନେ କୂଅରେ ପଡି ଯାଇଥିବା ସନ୍ତେହ କରାଯାଉଛି।</p>

Ordigital Desk
  • Published: Tuesday, 12 December 2017
  • Updated: 12 December 2017, 05:23 PM IST

Sports

Latest News

<p>ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲହମଣି ଗାଁରେ ଏକ ପରିତ୍ୟକ୍ତ କୂଅରେ ୩ଟି ବାରହା ପଡ଼ିଯାଥିଲେ। ଏହା ଜଣାପଡିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାରହାମାନଙ୍କୁ ଉଦ୍ଧାର କରିବାକୁ ଲାଗି ପଡିଥିଲେ। ଶେଷରେ ଜେସିବି ମେସିନ ଲଗାଯାଇ ସମସ୍ତ ବାରହାଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା।</p><p>ଉଦ୍ଧାର ପରେ ବାରହାମାନଙ୍କୁ ଜଙ୍ଗଲରେ ଛାଡି ଦିଆଯାଇଛି। ଖାଦ୍ୟ ଅନ୍ୱେଷଣରେ ଆସି ବାରହାମାନେ କୂଅରେ ପଡି ଯାଇଥିବା ସନ୍ତେହ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos