ମାଛ ଧରିବାକୁ ଯାଇଥିଲେ, ମଝି ସମୁଦ୍ରରେ ହଜିଗଲେ

ବାସୁଦେବପୁର (କିରୀଟି ଦାସ): ମାଛ ଧରିବାକୁ ଯାଇ ମଝି ସମୁଦ୍ରରେ ହଜିଗଲେ ନାରାୟଣ ମଳିକ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନାହିଁ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚୂଡ଼ାମଣି ମୁହାଣଠାରୁ ଅଳ୍ପ ଦୂରରେ ଘଟିଛି। ତେବେ ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟା ବେଳେ ବାଦଲ ମଳିକ, ଯଦୁନାଥ ମଳିକ, ଘଣ୍ଟୁ ମଳିକ ଓ ନାରାୟଣ ମଳିକ ଭଦ୍ରକ ଜିଲ୍ଲା ଚୂଡାମଣି ମୁହାଣରୁ […]

boat-collapse-near-chudamani-estuary

boat-collapse-near-chudamani-estuary

Manoranjan Sial
  • Published: Saturday, 14 September 2019
  • Updated: 14 September 2019, 04:01 PM IST

ବାସୁଦେବପୁର (କିରୀଟି ଦାସ): ମାଛ ଧରିବାକୁ ଯାଇ ମଝି ସମୁଦ୍ରରେ ହଜିଗଲେ ନାରାୟଣ ମଳିକ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନାହିଁ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚୂଡ଼ାମଣି ମୁହାଣଠାରୁ ଅଳ୍ପ ଦୂରରେ ଘଟିଛି। ତେବେ ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ସନ୍ଧ୍ୟା ବେଳେ ବାଦଲ ମଳିକ, ଯଦୁନାଥ ମଳିକ, ଘଣ୍ଟୁ ମଳିକ ଓ ନାରାୟଣ ମଳିକ ଭଦ୍ରକ ଜିଲ୍ଲା ଚୂଡାମଣି ମୁହାଣରୁ ଏକ ଭୁଟୁଭୁଟିରେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ତେବେ ରାତିରେ ହଠାତ୍‌ ଭୁଟୁଭୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। କୌଶଳକ୍ରମେ ସମୁଦ୍ରରୁ ଉଦ୍ଧାର ହୋଇ ବାଲେଶ୍ୱର ଜିଲ୍ଲା ତାଳପଦା ମୁହାଁଣରେ ବାଦଲ, ଯଦୁନାଥ ଓ ଘଣ୍ଟୁ ପହଞ୍ଚି ଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ନାରାୟଣଙ୍କ ପତ୍ତା ମିଳିନାହିଁ। ଏ ସମ୍ପର୍କରେ ଖବର ପାଇ ଗାଁ ଲୋକମାନେ ମତ୍ସ୍ୟଜୀବୀଙ୍କ ସହାଯ୍ୟରେ ନାରାୟଣଙ୍କୁ ଖୋଜୁଛନ୍ତି। ମାତ୍ର ତାଙ୍କର ପତ୍ତା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story