ମାଛ ମାରିବାକୁ ଯାଇଥିଲେ, ବୁଡ଼ିଗଲା ୨ ଡଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ଝଡ଼ତୋଫାନ ଯୋଗୁ ଦେବଗଡ଼ର ରେଙ୍ଗାଳି ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଗୋଟିଏ ଡଙ୍ଗାରେ ୫ ମତ୍ସ୍ୟଜୀବୀ ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ  ପହଁରି ପହଁରି କୂଳକୁ […]

Drowning

Drowning

Niharika Rout
  • Published: Friday, 20 March 2020
  • Updated: 20 March 2020, 08:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନ ଓ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁଇଟି ସ୍ଥାନରେ ଡଙ୍ଗା ବୁଡି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି।

ଝଡ଼ତୋଫାନ ଯୋଗୁ ଦେବଗଡ଼ର ରେଙ୍ଗାଳି ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଗୋଟିଏ ଡଙ୍ଗାରେ ୫ ମତ୍ସ୍ୟଜୀବୀ ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ  ପହଁରି ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଦମକଳ ବାହିନୀ ଉଦ୍ଧାର କରିଛି।  ଅନ୍ୟଜଣେ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ ପଟୁ ଧିବର। ଦମକଳ ବାହିନୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚଳାଇଛି।

ଅପରପକ୍ଷେ ବାଙ୍କୀ ମହାନଦୀରେ ଦେବୀଦ୍ୱାର ନିକଟରେ ଡଙ୍ଗା ବୁଡ଼ିଯିବାରୁ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ହେଉଛନ୍ତି ଗୟଳବାଙ୍କ ଗାଁର ରଞ୍ଜିତ ଦଳେଇ। ଏହି ଘଟଣାରେ ରଞ୍ଜିତଙ୍କ ବାପା ରଘୁ ଦଳେଇ ପହଁରି ପହଁରି କୂଳକୁ ଚାଲିଆସିଥିଲେ। ସେମାନେ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ। ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ନିଖୋଜଙ୍କୁ ଠାବ କରିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story