କରୋନା କଟକଣାକୁ ଫୁ, ଡଙ୍ଗା ଭସାଇବାକୁ ଅସମ୍ଭବ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି କାର୍ତ୍ତିକ ପୂର୍ଣ୍ଣିମା । ବର୍ଷକ ମଧ୍ୟରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଉଥିବା ବେଳେ ଆଜି ହେଉଛି ସବୁଠୁ ପୂଣ୍ୟ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଓଡ଼ିଆ ଭାଷାଭାଷୀ ଲୋକ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ତେବେ କରୋନା ସମୟରେ ରାଜ୍ୟରେ ସମୁଦ୍ର ବେଳା ଓ ଜଳାଶୟ ଗୁଡିକରେ ଅଧିକ ଭିଡ଼ ସମ୍ଭାବନା ଥିବାରୁ ଏହିସବୁ ସ୍ଥାନ ଗୁଡିକରେ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଯାଇଛି ।  ତଥାପି […]

boat

boat

Niharika Rout
  • Published: Friday, 19 November 2021
  • Updated: 19 November 2021, 09:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି କାର୍ତ୍ତିକ ପୂର୍ଣ୍ଣିମା । ବର୍ଷକ ମଧ୍ୟରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଉଥିବା ବେଳେ ଆଜି ହେଉଛି ସବୁଠୁ ପୂଣ୍ୟ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଓଡ଼ିଆ ଭାଷାଭାଷୀ ଲୋକ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି।

ତେବେ କରୋନା ସମୟରେ ରାଜ୍ୟରେ ସମୁଦ୍ର ବେଳା ଓ ଜଳାଶୟ ଗୁଡିକରେ ଅଧିକ ଭିଡ଼ ସମ୍ଭାବନା ଥିବାରୁ ଏହିସବୁ ସ୍ଥାନ ଗୁଡିକରେ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଯାଇଛି ।  ତଥାପି ରାଜଧାନୀର ବିଭିନ୍ନ ଜଳାଶୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ଭୋରୁ ଭୋରୁ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।

ଲୋକେ ନିଜ ପରିବାର ସହ ରାତି ନ ପାହାଣୁ ବିଭିନ୍ନ ଜଳାଶୟରେ ପହଞ୍ଚି ଡଙ୍ଗା ଭସାଇବା ପରମ୍ପରା ବେଶ୍‌ ଉତ୍ସାହର ସହ ଶେଷ କରିଛନ୍ତି । ଏହାପରେ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ଦର୍ଶନ ପାଇବାକୁ  ବିଭିନ୍ନ ମନ୍ଦିରରେ ବି ଲାଗିଥିଲା ଲମ୍ବା ଲାଇନ୍‌।  ପୁଲିସ୍‌ର ନାଲି ଆଖିକୁ ନ ଡରି ଲୋକେ ଡଙ୍ଗା ଭସା ପରମ୍ପରାକୁ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି।

ଗଂଜାମରେ ଗତକାଲି ଅପରାହ୍ନ ୨ଟାରୁ ବିଭିନ୍ନ ବେଳାଭୂମିରେ ଏକତ୍ରିତ ହେବା ଉପରେ କଟକଣା ଲାଗିଥିବା ବେଳେ ତାହା  ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।  କଟକ ସହରରେ ବି ସର୍ବସାଧାରଣ ଡଙ୍ଗାଭସା ଉପରେ ବି କଟକଣା ଲାଗିବା ସତ୍ତ୍ୱେ ଦେଖିବାକୁ ମିଳିଛି ପ୍ରବଳ ଗହଳି। ବିଭିନ୍ନ ଜଳାଶୟ ତଥା ମନ୍ଦିରରେ ଭିଡ଼ ଜମାଇଛନ୍ତି ଲୋକେ।

କଟକରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଉତ୍କଳୀୟ ପରମ୍ପରା ତଥା ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଏକ ବୃହତ୍ତ ବାଣିଜ୍ୟିକ ମେଳା ହୋଇଥିବା ବେଳେ ବିଭିନ୍ନ ରାଜ୍ୟରୁ ବେପାରୀ ଏଠାକୁ ଆସି ନିଜ ପସରା ମେଲାଇଥାନ୍ତି। ସେହିପରି ଏହି ଯାତ୍ରା ବୁଲିବାକୁ ଲୋକଙ୍କର ମଧ୍ୟ ଅସମ୍ଭାଳ ଭିଡ଼ ହୁଏ। ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଲୋକେ ଛୁଟି ଆସିଥାନ୍ତି। ଏପରି ସ୍ଥିତିରେ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଚଳିତ ବର୍ଷ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story