ଘର ଭିତରୁ ୪ ଜଣଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆନନ୍ଦପୁର (ମୁନ୍ନା ସିଂ): ପହିଲି ରଜରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଘଟିଛି। ମାନସିକ ଭାରସାମ୍ୟ ହରାଇ ଜଣେ ବାପା ତାଙ୍କର ୩ ନାବାଳିକା ଝିଅଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତେବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। ମୃତ ଝିଅଙ୍କ ବୟସ ୬ରୁ ୯ ବର୍ଷରେ ହେବ। ଅଭିଯୋଗରୁ ପ୍ରକାଶ, କିଛି […]

murder

murder

Manoranjan Sial
  • Published: Friday, 14 June 2019
  • Updated: 14 June 2019, 07:13 PM IST

Sports

Latest News

ଆନନ୍ଦପୁର (ମୁନ୍ନା ସିଂ): ପହିଲି ରଜରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଘଟିଛି। ମାନସିକ ଭାରସାମ୍ୟ ହରାଇ ଜଣେ ବାପା ତାଙ୍କର ୩ ନାବାଳିକା ଝିଅଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତେବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ। ମୃତ ଝିଅଙ୍କ ବୟସ ୬ରୁ ୯ ବର୍ଷରେ ହେବ।

ଅଭିଯୋଗରୁ ପ୍ରକାଶ, କିଛି ଦିନ ତଳେ ଆନନ୍ଦପୁର ଥାନାଠାରୁ ୪୦ କିମି ଦୂର ଉଲିବସା ଗାଁର ଦୁର୍ଗା ସିଂଧୁଙ୍କ ସ୍ତ୍ରଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଦୁର୍ଗା ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ତାଙ୍କ ମାନସିକ ସ୍ଥିତି ଭଲ ନଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଠେଙ୍ଗାରେ ୩ ଝିଅଙ୍କୁ ପିଟି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘର ଭିତରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଛନ୍ତି। ପୁଲିସ ବର୍ତ୍ତମାନ ସୁଦ୍ଧା ଗାଁରେ ପହଞ୍ଚି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story