ମକର ସଂକ୍ରାନ୍ତିରୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାରି ଦିନ ଧରି ନିଖୋଜ ଥିଲେ ନାବାଳିକା। ଆଜି ପରିତ୍ୟକ୍ତ ପୋଖରୀରୁ ମିଳିଲା ତାଙ୍କର କ୍ଷତାକ୍ତ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ଗାଁରେ। ନାବାଳିକାକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମକରସଂକ୍ରାନ୍ତିଠାରୁ ନାବାଳିକା ଜଣଙ୍କ ଘରୁ କୁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଗତକାଲି ଝିଅ […]

bhadrak000

bhadrak000

Tapaswini Nayak
  • Published: Sunday, 19 January 2020
  • Updated: 19 January 2020, 05:54 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାରି ଦିନ ଧରି ନିଖୋଜ ଥିଲେ ନାବାଳିକା। ଆଜି ପରିତ୍ୟକ୍ତ ପୋଖରୀରୁ ମିଳିଲା ତାଙ୍କର କ୍ଷତାକ୍ତ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରମ୍ଭିଳା ଗାଁରେ। ନାବାଳିକାକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମକରସଂକ୍ରାନ୍ତିଠାରୁ ନାବାଳିକା ଜଣଙ୍କ ଘରୁ କୁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଗତକାଲି ଝିଅ ନିଖୋଜ ନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ।

ଆଜି ଚରମ୍ପା ରେଳଲାଇନ କଡ଼ରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ନାବାଳିକାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଖରୀ ନିକଟରୁ ନାବାଳିକାର ଜୋତା ଓ ପର୍ସ ମଧ୍ୟ ପୁଲିସ୍ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story