ଆଡ୍‌ଭୋକେଟ ଦୀପାଳିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ, କୁଆଡ଼େ ଗଲେ ବୟଫ୍ରେଣ୍ଡ ବିକ୍ରମ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଡଭୋକେଟ ଦୀପାଳିଙ୍କ ମୃତ୍ୟୁକୁ ନେଇ ଏବେ ଅଡୁଆରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ର। ମୃତ୍ୟୁର ୩ ଦିନ ପରେ ବି ବିକ୍ରମ ଫେରାର ଥିବାରୁ ତାଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେପଟେ ବିକ୍ରମଙ୍କ ସହ ଦୀପାଳିଙ୍କ ପ୍ରେମ କଥା ପରିବାର ଲୋକେ ମଧ୍ୟ ଜାଣିନଥିବା ବିକ୍ରମଙ୍କ ମା’ କହିଛନ୍ତି। ଲେଡି ଆଡଭୋକେଟ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ମୃତ୍ୟୁକୁ ନେଇ ବୟଫ୍ରେଣ୍ଡ ବିକ୍ରମ ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି। କୁଆଡ଼େ ଗଲେ […]

cvy-1

cvy-1

Tapas Behera
  • Published: Monday, 21 October 2019
  • Updated: 21 October 2019, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଡଭୋକେଟ ଦୀପାଳିଙ୍କ ମୃତ୍ୟୁକୁ ନେଇ ଏବେ ଅଡୁଆରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ର। ମୃତ୍ୟୁର ୩ ଦିନ ପରେ ବି ବିକ୍ରମ ଫେରାର ଥିବାରୁ ତାଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେପଟେ ବିକ୍ରମଙ୍କ ସହ ଦୀପାଳିଙ୍କ ପ୍ରେମ କଥା ପରିବାର ଲୋକେ ମଧ୍ୟ ଜାଣିନଥିବା ବିକ୍ରମଙ୍କ ମା’ କହିଛନ୍ତି। ଲେଡି ଆଡଭୋକେଟ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ମୃତ୍ୟୁକୁ ନେଇ ବୟଫ୍ରେଣ୍ଡ ବିକ୍ରମ ମିଶ୍ରଙ୍କ ଅଡୁଆ ବଢିବାରେ ଲାଗିଛି।

କୁଆଡ଼େ ଗଲେ ବିକ୍ରମ? ମୋବାଇଲ ବନ୍ଦ କରି ଫେରାର ରହିବା ପଛରେ ରହସ୍ୟ କ’ଣ?  ମୃତ୍ୟୁର ୩ ଦିନ ପରେ ବି ପୁଲିସ  ପାଉନି ବୟଫ୍ରଣ୍ଡ  ବିକ୍ରମଙ୍କ ଟେର୍ । ଆଡଭୋକେଟ ଦୀପାଳିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସହ ବିକ୍ରମ ବିତାଇଥିବା ସେଇ  ୭ ଘଣ୍ଟାରେ କ’ଣ ହୋଇଥିଲା ? ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ ମତାନ୍ତର ମନାନ୍ତର ହୋଇଥିଲା କି ?  ଏପଟେ ଦୀପାଳିଙ୍କ ସାନ ଉଭଣୀ ଶେଫାଳିଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରିଛି ଧଉଳି ପୁଲିସ।  ମୃତ୍ୟୁର ୨ ଦିନ ପୂର୍ବରୁ ବୟଫ୍ରେଣ୍ଡ ତାଙ୍କ ଘରକୁ ଯିବାଆସିବା କରୁଥିଲେ। ଏପରିକି ଶନିବାର ରାତିରେ ଯେଉଁଦିନ ଦୀପାଳିଙ୍କ ମୃତ୍ୟୁ ହେଲା, ସେଦିନ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଗୋଟିଏ ଘରେ ଥିଲେ।

ଦୀପାଳି ଜଣେ ଆଇନଜୀବୀଙ୍କ ଚାମ୍ବରରେ କାମ କରୁଥିଲେ। ଏହି ମାମଲାରେ ସେ ପ୍ରତିକ୍ରିୟା ରଖିଛନ୍ତି। ଘଟଣାରେ ବୟଫ୍ରେଣ୍ଡ ବିକ୍ରମଙ୍କ ଉପରେ ସନ୍ଦେହ ହେଉଥିବାରୁ ପୁଲିସ ତଦନ୍ତ କରି ଦୋଷୀଙ୍କୁ ଧରିବାପାଇଁ ସେ ଦାବି କରିଛନ୍ତି। ଏପଟେ ଦୀପାଳିଙ୍କ ସହ ବିକ୍ରମର ପ୍ରେମ କଥା ପରିବାର ଲୋକେ ମଧ୍ୟ ଜାଣିନଥିବା ବିକ୍ରମଙ୍କ ମାଆ କହିଛନ୍ତି।

ତେବେ କେଉଁ କାରଣ ପାଇଁ ଆଡଭୋକେଟ ଦୀପାଳି ଓ ବୟଫ୍ରେଣ୍ଡଙ୍କ ଭିତରେ ବଚସା ହୋଇଥିଲା ଏମିତି କି ଘଟଣା ଘଟିଥିଲା ଯେ, କବାଟ ବନ୍ଦ କରି ଆତ୍ମହତ୍ୟା କଲେ ତାକୁ ନେଇ ସନ୍ଦେହ ଉଠିଛି। ସେପଟେ ଫେରାର ବୟଫ୍ରେଣ୍ଡ  ବିକ୍ରମ କସମେଟିକ ବ୍ୟବସାୟ କରୁଥିବା ଜଣାପଡିଛି। ତେବେ ତଦନ୍ତ ଚାଲିଛି, ଖୁବ୍ ଶୀଘ୍ର ଘଟଣାରୁ ପରଦା ହଟିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି। ବିକ୍ରମ ଧରାପଡିଲେ, ଦୀପାଳିଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ପୁଲିସ ଆଶା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story